ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା

Apr 16, 2025 - 05:14
 0  21
ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା

ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସ ର କେଣ୍ଡେଲ ଶୋଭାଯାତ୍ରା

ଶୁଭମ ବାର୍ତ୍ତା / ଜୁନାଗଡ଼ ୧୫. ୦୪. ୨୫ ରାଜ୍ୟରେ ନାରୀ ନିର୍ଯାତନା ବିରୁଦ୍ଧରେ ଜୁନାଗଡ଼ ବ୍ଲକ ଓ ନଗରକଂଗ୍ରେସ ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ବରୀ ମନ୍ଦିରରରୁ ସନ୍ଧ୍ୟାରେ କେଣ୍ଡେଲ ଶୋଭାଯାତ୍ରା କରାଯାଇ ଶାନ୍ତିପୂର୍ଣ ପ୍ରତିବାଦ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶତାଧୂକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ I କାର୍ଯ୍ୟକ୍ରମ ରେ ନଗର ସଭାପତି ଅମିତ ଅଗ୍ରୱାଲ ଏବଂ ବ୍ଲକ ସଭାପତି ପରମେଶ୍ବର ମୋଟେଲ ଙ୍କ ନେତୃତ୍ବ ରେ ଶତାଧୂକ କଂଗ୍ରେସ କର୍ମୀ ସାମିଲ ହୋଇଏହି ପ୍ରତିବାଦ କରିଥିଲେ I ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନିଆଲ, ପ୍ରଭାତ ଦାସ ଏବଂ ବରିଷ୍ଠ ସଦସ୍ୟ ନବୀନ ଟାକିରୀ, କୁମୁଦ ଗହୀର, ସାଧୁ ଭୋଇ, ମନ କାଣ୍ଡ, ଫିରୋଜ ମାଝୀ, ବିଶେଶ୍ବର ମାଝୀ, ସତ୍ୟ ବଶ୍ୟ, ସୁନ୍ଦରଲାଲ କୁମାର ପ୍ରମୁଖ ସମେତ ଶତାଧୂକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

    କଳାହାଣ୍ଡି ଜିଲ୍ଲାରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow