କଳାହାଣ୍ଡି ସେଲ୍ସ ୟୁନିଅନ ବୈଠକ ଓ ବନ୍ଧୁମିଳନ ।

Jan 20, 2025 - 14:43
 0  37
କଳାହାଣ୍ଡି ସେଲ୍ସ ୟୁନିଅନ ବୈଠକ ଓ ବନ୍ଧୁମିଳନ ।

କଳାହାଣ୍ଡି ସେଲ୍ସ ୟୁନିଅନ ବୈଠକ ଓ ବନ୍ଧୁମିଳନ ।

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର କଷାକେନ୍ଧୁ ଡ୍ୟାମ ଠାରେ ସେଲ୍ସ ୟୁନିଅନ୍ ର ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି, ସେଲସ ୟୁନିଅନର ର ସଭାପତି,ଉପସଭାପତି ତଥା ସମ୍ପାଦକ ଓ ୟୁନିଅନର ସମସ୍ତ କର୍ମକର୍ତା କୁ ନେଇ ଆଗାମୀ ଦିନରେ କେମିତି ଆଗକୁ ଅଗ୍ରସର ହେବ ସମ୍ୟକ୍ ବିବୃତି ଦେଇଥିଲେ। ଯେହେତୁ ଭବାନୀପାଟଣା ମୁଖ୍ୟ ସହରରେ ସେଲସ ୟୁନିଅନର ଗୋଟିଏ ଆବାସ ଗୃହ ତଥା ପରିଚାଳନା ଲାଗି ସରକାରଙ୍କ ତରଫରୁ କିଛି ସୁବିଧା କଲେ ବାହାରୁ ଆସୁଥିବା ଅନେକ ସେଲସ ବ୍ୟକ୍ତି କିଛି ସୁବିଧା ପାଇ ପାରନ୍ତେ ବୋଲି ମତ ପ୍ରକାଶ କରିଥିଲେ,ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାକୁ ସାଙ୍ଗ କରା ଯାଇଥିଲା।

What's Your Reaction?

like

dislike

love

funny

angry

sad

wow