ନର୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ଭାଜପା ରାଜ୍ଯ ସଭାପତି ଙ୍କୁ ଛଅ ଦଫା ଦାବି ପତ୍ର ପ୍ରଦାନ

Jul 17, 2024 - 18:48
Jul 17, 2024 - 19:35
 0  70
ନର୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ଭାଜପା ରାଜ୍ଯ ସଭାପତି ଙ୍କୁ ଛଅ ଦଫା ଦାବି ପତ୍ର ପ୍ରଦାନ

ନର୍ଲା,୧୭/୦୭/୨୪ ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ପ୍ରେସ ଆସୋସିଏସନ ଏକ ୧୫ ଜଣିଆ ଟିମ୍ ଭୁବନେଶ୍ୱର ଅଭିମୁଖେ ବାହାରି ବିଜେପି ରାଜ୍ଯ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କୁ ଭେଟି ନର୍ଲା ନିର୍ବାଚନ ମଣ୍ଡଳୀ ର ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ,ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ନର୍ଲା ଠାରେ ରେଳ ଇଞ୍ଜିନ କାରଖାନା ତୁରନ୍ତ ଆରମ୍ଭ କରିବା ଏବଂ ନର୍ଲା ଠାରେ ସ୍ମାର୍ଟ୍ ମେଡ଼ିକାଲ ,JMFC କୋର୍ଟ ସ୍ଥାପନ, ବସଷ୍ଟାଣ୍ଡ ନିର୍ମାଣ ଭଳି ଦାବୀ ପତ୍ର ପ୍ରଦାନ କରିଛନ୍ତି ଏବଂ ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ବିଭାଗ ରେ ହୋଇଥିବା ଦୁର୍ନୀତି ର ତଦନ୍ତ କରିବା ପାଇଁ ଅବଗତ କରାଯାଇଛି ଯଥା ୫ ଟି ସ୍କୁଲ୍ ରୂପାନ୍ତରିତ କରଣ ନାଁ ରେ ହୋଇଥିବା ଓ ସ୍କୁଲ୍ ପୋଷାକ ନାଁ ରେ MDM ଚାଉଳ ଘୋଟଲା ଭଳି ଦୁର୍ନୀତିର ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ କରାଯାଇ ଦୁର୍ନୀତି ରେ ସମ୍ପୃକ୍ତ ଥିବା ବ୍ୟବସାୟୀ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବୀ ପ୍ରଦାନ କରାଯାଇଛି

What's Your Reaction?

like

dislike

love

funny

angry

sad

wow