ଜୋରାଡବରା ପଂଚାୟତ କୁସୁର୍ଲା ହରଗୋରି ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଜନ୍ତା,

May 15, 2025 - 16:18
 0  95
ଜୋରାଡବରା ପଂଚାୟତ କୁସୁର୍ଲା ହରଗୋରି ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଜନ୍ତା,

ଜୋରାଡବରା ପଂଚାୟତ କୁସୁର୍ଲା ହରଗୋରି ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଜନ୍ତା

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଂଚାୟତ କୁସୁର୍ଲା ହରଗୋରି ମନ୍ଦିର ଛକ ସିଲେଟପଡା ରାସ୍ତା ମରଣଜନ୍ତା ପାଲଟିଛି ! ୨୦୧୫ ମସିହା ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମରାମତି କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ହୋଇପାରି ନଥିବାରୁ ଆଗକୁ ବର୍ଷା ମାସରେ ବର୍ଷା ଯୋଗୁ ବିପଦ ଅବସ୍ଥା ରେ ରହିଛି ଉକ୍ତ ରାସ୍ତା ରେ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ଏବଂ ଗାଁ ଲୋକେ ପ୍ରତି ଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ କରିଛନ୍ତି ! ସୂଚନା ମୁତାବକ ଗତ ୨୦୨୩ ମସିହା ଅଗଷ୍ଟ ମାସରେ ଜିଲ୍ଲା ପରିଷଦ ସୁରେଶ ଚୌଧାରୀ ତତ୍କାଲିନ ୫-ଟି ସଚିବଙ୍କୁ ଲିଖିତ ଦାବି ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ଦେଶ କ୍ରମେ କେସିଙ୍ଗା ଆରଡ଼ି ଅଫିସର ଅଧିକ୍ଷଣ ଯନ୍ତ୍ରୀ ମୁଖ୍ୟ ଯନ୍ତ୍ରୀ ଭୁବନେ ଶବରଙ୍କୁ ଏକ ଚିଠି ଲେଖି ଏହାର ମରାମତି ପାଇଁ ଏକ କୋଟି ଷାଠିଏ ଲକ୍ଷ୍ୟ ଟଙ୍କାର ଆବଶ୍ୟକତା ଥିବା ର ଉଲେଖ୍ୟ କରିଥିଲେ କିନ୍ତୁ ଆଜି ଯାଏ କୌଣସି କାର୍ଯ୍ୟ ହୋଇପାରୁନି, ଏଥିପ୍ରତି ପ୍ରଶାସନ କୁ ଅଂଚଳ ବାସୀ ଅନୁରୋଧ କରିଛନ୍ତି,

  କରଲାମୁଣ୍ଡା ରୁ ତପୀନ୍ଦ୍ର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow