ବେଆଇନ ଭାବେ ଚାଲାଣ ହେଉଥିଵା ବିଦେଶୀ ମଦ ଜବତ, ଜଣେ ଗିରଫ,

May 15, 2025 - 09:19
May 15, 2025 - 13:34
 0  8
ବେଆଇନ ଭାବେ ଚାଲାଣ ହେଉଥିଵା ବିଦେଶୀ ମଦ ଜବତ, ଜଣେ ଗିରଫ,

ବେଆଇନ ଭାବେ ଚାଲାଣ ହେଉଥିଵା ବିଦେଶୀ ମଦ ଜବତ, ଜଣେ ଗିରଫ,

ଶୁଭମ ବାର୍ତ୍ତା/କରଲାମୁଣ୍ଡା :- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧିନସ୍ଥ କଂସିଲ ଛକ ଠାରେ ବେଆଇନ ଭାବେ ଚାଲାଣ ହେଉଥିଲା ବିଦେଶୀ ମଦକୁ ରିଷିଡା ପୋଲିସ ଜବତ କରିବା ସହିତ ଜଣକୁ ଗିରଫ କରିଥିବା ସୂଚନା ମିଳିଛି ! କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ଓ ମ ରାମପୁର ଆଇଆଇସି ସୁଦର୍ଶନ ନାଏକ ଙ୍କ ନିର୍ଦେଶ କ୍ରମେ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ନେତୃତ୍ୱ ରେ ପୋଲିସ ଟିମ ମ ରାମପୁର ପଟରୁ ବେଆଇନ ଭାବରେ ଆଣୁଥିବା ଶିବ କୁମାର ନାଏକ ଙ୍କ ଠାରୁ ୫୯ ଲିଟର ବିଦେଶୀ ମଦ ଓ ଗୋଟିଏ ବାଇକ ଓ ଡ଼ି ୧୭ ଏଲ ୫୨୫୧ଜବତ କରିଛି ଏଥି ସହିତ ଶିବ କୁମାର ନାଏକ ଙ୍କୁ ଗିରଫ କରିଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି !

   କରଲାମୁଣ୍ଡା ରୁ ତପୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow