ଭିଜିଲାନ୍ସ ହାତରୁ ଖସି ଫେରାର୍ ମାରିଲେ ଜୁନାଗଡ ଥାନା ଏ.ଆଇ.ସି.ମୁକୁନ୍ଦ ଖେମୁଣ୍ଡୂ,

Dec 27, 2024 - 19:48
 0  9
ଭିଜିଲାନ୍ସ ହାତରୁ ଖସି ଫେରାର୍ ମାରିଲେ ଜୁନାଗଡ ଥାନା ଏ.ଆଇ.ସି.ମୁକୁନ୍ଦ ଖେମୁଣ୍ଡୂ,

ଭିଜିଲାନ୍ସ ହାତରୁ ଖସି ଫେରାର୍ ମାରିଲେ ଜୁନାଗଡ ଥାନା ଏ ଆଇ ସି ମୁକୁନ୍ଦ ଖେମୁଣ୍ଡୂ,

କଳାହାଣ୍ଡି ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନାର ଏ.ଏସ ଆଇ ମୁକୁନ୍ଦ ଖେମୁଣ୍ଡୁୁ ଗୋହିରା ପଦର ଗାଁର ପ୍ରଭା ପୂଜାରୀଙ୍କ କୌଣସି ଏକ କେଶ୍ ର ରଫା ଦଫା କରିବା ପାଇଁ ଗ୍ରାମରଖି ଶ୍ରୀମୁଖ ବାଗ୍ ଙ୍କ ମାଧ୍ୟମ ରେ ୩୫୦୦ ଟଙ୍କା ଲାଞ୍ଚ ମାଗୀଥିଲେ, ଟଙ୍କା ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡ଼ି ବସି ଥିଲା ଭିଜିଲାନ୍ସ ବିଭାଗ୍।ଏ. ଏସ.ଆଇ.ଖୁମୁଣ୍ଡୁ ଭିଜିଲାନ୍ସ ବିଭାଗ କୁ ଚକମା ଦେଇ ଥାନା ରୁ ଫେରାର୍ ମାରିଥିଲେ । ଭିଜିଲାନ୍ସ ବିଭାଗ ଟଙ୍କା କୁ ଜବତ କରି ଗ୍ରାମ ରଖି ଙ୍କୁ ଅଟକ ରଖି ଏ ଏସ ଆଇ ଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow