ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଓ ୨ ଜଣ ଆହତ,

Mar 26, 2025 - 19:58
Mar 26, 2025 - 21:41
 0  287
ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଓ ୨ ଜଣ ଆହତ,

ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ଓ ୨ ଜଣ ଆହତ,

ଶୁଭମ ବାର୍ତ୍ତା :- ଆଜି ସଂଧ୍ୟା ସମୟରେ ୬ ନମ୍ବର ରାଜ୍ୟ ରାଜପଥ ଦେହେଲି ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ପ୍ରାଣବାୟୁ ଉଡି ଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ସିନ୍ଧି ଗୁଡା(ମ.ରାମପୁର ବ୍ଲକ) ଗ୍ରାମର ବୃନ୍ଦାବନ କଟା । ଆହତ ଦୁଇଜଣ ହେଲେ ତୁଳାପଡାର ଚିତ୍ତରଞ୍ଜନ ମିଶ୍ର ଓ ଅନ୍ୟ ଜଣକର ପରିଚୟ ଜଣା ପଡି ନାହିଁ । ଗୁରୁତର ଆହତଙ୍କୁ  ପ୍ରଥମେ ନର୍ଲା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।  ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ  ଅଧିକ ତଦନ୍ତ ଜାରିରଖିଛି । 

  ନାର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow