ମାଇଚିଆ ଶବ୍ଦ ପ୍ରୟୋଗ କରି ହରଡ ଘଣା ରେ ବିଜେଡି ବିଧାୟକ ଅରୁଣ ସାହୁ,

ମାଇଚିଆ ଶବ୍ଦ ପ୍ରୟୋଗ କରି ହରଡ ଘଣା ରେ ବିଜେଡି ବିଧାୟକ ଅରୁଣ ସାହୁ,
ଶୁଭମ ବାର୍ତ୍ତା :- ପୁରୀ ଜିଲ୍ଲାର ଏକ ବିଜେଡି ସମାବେଶ ରେ ବିଧାୟକ ଅରୁଣ ସାହୁ ବିଜେପି ସରକାର ଙ୍କ ଉଦ୍ଦେଶ୍ୟ ରେ ମାଇଚିଆ ଶବ୍ଦ ପ୍ରୟୋଗ କରିଥିବା ଭିଡିଓ ଭାଇରାଲ୍ ହେବା ପରେ ରାଜ୍ୟ ର କିନ୍ନର ସଂଘ କ୍ଷୋଭ ପ୍ରକାଶ କରିବା ସହିତ କଳାହାଣ୍ଡି ଜିଲ୍ଲା ର ସେବାକାରୀ କିନ୍ନର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅରୁଣ ସାହୁ ଙ୍କ ଉପରେ ବର୍ଷିଛନ୍ତି ସଂଘ ର ସଭାପତି କାମିନୀ କିନ୍ନର୍। ପ୍ରୟୋଗ କରିଥିବା ଉକ୍ତ ଶବ୍ଦ ପାଇଁ ଅରୁଣ ସାହୁ ଭୁଲ୍ ମାଗନ୍ତୁ ନ ହେଲେ କିନ୍ନର ସମାଜ୍ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
କଳାହାଣ୍ଡି ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






