କେଗାଁ ପଞ୍ଚାୟତରେ ବିକାଶ ବାହନ ପରିକ୍ରମଣ ରଥ।

Jun 17, 2025 - 20:51
 0  0
କେଗାଁ ପଞ୍ଚାୟତରେ ବିକାଶ ବାହନ ପରିକ୍ରମଣ ରଥ।

କେଗାଁ ପଞ୍ଚାୟତରେ ବିକାଶ ବାହନ ପରିକ୍ରମଣ ରଥ।

ଶୁଭମ ବାର୍ତ୍ତା :- ଗୋଲାମୁଣ୍ଡା ରାଜ୍ୟ ସରକାର ଗଠନର ବର୍ଷେ ପୂର୍ତ୍ତି ଅବସରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀ ମାନଙ୍କ ସହଯୋଗ ଏବଂ ଭାଗିଦାରୀ ପାଇଁ ସାରା ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କୀତ ବିକାଶ ବାହନ ପରିକ୍ରମଣ ରଥ କେଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ରଥ ସାଂଘରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ପରିଭ୍ରମଣ କରି ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଜନସାଧାରଣଙ୍କ ପାଖରେ ଉପସ୍ଥାପନା କରିଥିଲେ । ଏଥିରେ ଜିପିଓ ରମିତ ପଧାନ,କେଗାଁ ସରପଞ୍ଚ ଅମୃତା ବଛା, ପଞ୍ଚାୟତ ସମିତି ଲକ୍ଷ୍ମଣ ସାହୁ ସମେତ ଅନେକ ଅନେକ ବିଜେପି କର୍ମୀ ଓ ଏସ ଏଚ ଜି ମହିଳା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ୧୨ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଳାଗି ରହିବ ବୋଲି ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow