ବିଷମକଟକ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଡଜକୋର୍ଟ ଉଦ୍ଘାଟିତ,

Jan 9, 2025 - 19:02
Jan 9, 2025 - 19:05
 0  6
ବିଷମକଟକ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଡଜକୋର୍ଟ ଉଦ୍ଘାଟିତ,

ବିଷମକଟକ ଠାରେ ଅତିରିକ୍ତ ଜିଲ୍ଲା ଦୌରା ଜଡଜକୋର୍ଟ ଉଦ୍ଘାଟିତ,

ରାୟଗଡା  ଶୁଭମ ବାର୍ତ୍ତା :-ଆଜି ତା -08/01/2025ରିଖ ଦିନ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ରେ ହାଇକୋର୍ଟ ର ମୁଖ୍ୟ ବିଚାରପତି ଏ. କେ. ମହାପାତ୍ରଙ୍କ ଦ୍ବାରା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ ହୋଇଯାଇଛି । ଯାହା ଫଳରେ ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ପୁରଣହୋଇପାରିଛି । ଲୋକେ ଗୁଣପୁର ଜିବା ବଦଳରେ ବିଷମକଟକ ଠାରେ ନ୍ୟାୟ ପାଇବାରେ ସକ୍ଷମ ହୋଇପାରିବେ । ଏହି ଉଦ୍ଘାଟନି ଉତ୍ସବରେ ରାୟଗଡା ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଜିଲ୍ଲା ଦୌରା ଜର୍ଜ କୋର୍ଟର ବିଚାରପତି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବାର ଆସୋସିଏଶନ ର ସମସ୍ତ ଆଇନଜିବି ଉପସ୍ଥିତ ଥିଲେ ।

        ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow