କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

Dec 18, 2024 - 10:27
 0  58
କୋଇଲା  ବୋଝେଇ ଟ୍ରେନରେ ଲାଗିଲା ନିଆଁ

କୋଇଲା ମାଲ ବୋଝେଇ ଟ୍ରେନରେ ଲାଗିଲା ନିଆଁ, 

ନର୍ଲା ଶୁଭମ ବାର୍ତ୍ତା :- (ତପନ କୁମାର ସାହୁ ) କଳାହାଣ୍ଡି ଜିଲ୍ଲା ରୁପ୍ରା ରୋଡ ରେଲୱେ ଷ୍ଟେସନ ଠାରେ ଆଜି ସକାଳ ଛଅ ଘଣ୍ଟା ସମୟ ରେ ଏକ ମାଲ ବୋଝେଇ ଟ୍ରେନର ଏକ ବଗି ନିଆଁ ଲାଗିଥିବା କାର୍ଯ୍ୟରତ ରେଲୱେ ବିଭାଗ କର୍ମଚାରୀ ଧନମତ ବାଗ ଦେଖିବାକୁ ପାଇଥିଲେ, ସଙ୍ଗେ ସଙ୍ଗେ ଷ୍ଟେସନ ମାଷ୍ଟର ତ୍ରିଲୋଚନ ସାହୁ ଙ୍କୁ ଖବର ଦେଇଥିଲେ,ତୁରନ୍ତ ନର୍ଲା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଷ୍ଟେସନ ମ୍ୟାନେଜେର ଧ୍ୟାବେଳେଶ୍ବର ମାଝୀ ସୂଚନା ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ମାଲ ବୋଝେଇ ଟ୍ରେନ ଟି ଟିଟିଲାଗଡ଼ ପଟୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା।ଖବର ଲେଖା ପର୍ଯ୍ୟନ୍ତ କେଉଁ କାରଣରୁ ବଗି ରେ ନିଆଁ ଲାଗିଥିଲା ତାର କାରଣ ଜଣା ପଡ଼ିନାହିଁ,

What's Your Reaction?

like

dislike

love

funny

angry

sad

wow