ବାଲିଗୁଡା : ସାପ କାମୁଡାରେ ରେ ଜଣେ ମୃତ,

Sep 23, 2024 - 21:05
Sep 23, 2024 - 21:15
 0  21
ବାଲିଗୁଡା : ସାପ କାମୁଡାରେ ରେ ଜଣେ ମୃତ,

ବାଲିଗୁଡା : ସାପ କାମୁଡାରେ ରେ ଜଣେ ମୃତ

କନ୍ଧମାଳ,(ଶୁଭମ ବାର୍ତ୍ତା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ ନିଜ ପିଲା ଓ ସ୍ତ୍ରୀ ସହିତ ଘରେ ଶୋଇଥିବା ବେଳେ ଗୋଡ ରେ ସାପ କାମୁଡି ଦେଇଥିଲା । ଏହା ପରେ ପରିବାର ଲୋକ ରାତିରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ବଣ ପାହାଡ ଦେଇ ଆଣିବା ପାଇଁ ସାହସ କରି ପାରିନଥିଲେ l ସକାଳୁ କୌଣସି ମତେ ମେଡିକାଲକୁ ଆଣୁଥିବା ବେଳେ ଅଧା ରାସ୍ତାରେ ଉଷପର ମୃତ୍ୟୁ ହୋଇଥିଲା ସୂଚନା ମିଳିଛି ।

What's Your Reaction?

like

dislike

love

funny

angry

sad

wow