ସର୍ଗୀଗୁଡ଼ା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ l

Aug 7, 2024 - 03:51
Aug 7, 2024 - 03:55
 0  122
ସର୍ଗୀଗୁଡ଼ା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ l

ସର୍ଗୀଗୁଡ଼ା ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ l 

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ପୋଢ଼ ୭୫ ବର୍ଷ ବୟସରେ ନିଜ ବାସଭଵନରେ ପରଲୋକ ହୋଇଛି l ପରୋପକାରୀ ଓ ମିଷ୍ଟଭାଷୀ, ଶ୍ରୀଯୁକ୍ତ ପୋଢ଼ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ନିକଟସ୍ତ ମଶାଣିରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି l ମୃତ୍ୟୁ ସମୟରେ ପୁଅ ଜୟଦେବ୍ ପୋଡ଼ ଓ ପୁତ୍ରବଧୂ ଗୀତାଞ୍ଜଳି ଏବଂ ତିନି ନାତୁଣୀ ଶିବାନୀ, ଚର୍ଚ୍ଚିକା,ଓ ପ୍ରଜ୍ଞା ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶୋକସନ୍ତପ୍ତ ପରିବାରକୁ ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ, ପୂର୍ବତନ ସମିତିସଭ୍ୟ କୁମୁଦ ନାଏକ, ନର୍ଲା କଂଗ୍ରେସର ସଭାପତି ସମୀର ଚାନ୍ଦ ଓ ବିଭିନ୍ନ ମହଲରୁ ସମବେଦନା ଜ୍ଞପନା କରି ତାଙ୍କର ଆମର ଆତ୍ମା ର ସଦ୍ ଗତି କାମନା କରିଛନ୍ତି।

ନର୍ଲାରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow