ନର୍ଲା ବିଜେପି ପକ୍ଷରୁ ପାଳିତ ହେଲା ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ,ଯୋଗ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

Aug 16, 2024 - 16:19
Aug 16, 2024 - 20:08
 0  94
ନର୍ଲା ବିଜେପି ପକ୍ଷରୁ ପାଳିତ ହେଲା ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ,ଯୋଗ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ନର୍ଲା ବିଜେପି ପକ୍ଷରୁ ପାଳିତ ହେଲା ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ,

ଯୋଗ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,

ଶୁଭମ ବାର୍ତ୍ତା :- ଆଜି ସାରା ସାରା ଦେଶରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରଧେୟ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ମଣ୍ଡଳ ତରଫରୁ  ଜିତୁ କମ୍ପ୍ଲେକ୍ସ ଠାରେ ରେ ଅନୁଷ୍ଠିତ ହୋଇ ଯାଇଛି ଅଟଳ ବିହାରୀ ବାଜପେୟୀ ଙ୍କର ତିରୋଧାନ ଦିବସ।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଙ୍କ ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଙ୍କ ସ୍ମୃତି ଚାରଣ କରି ନର୍ଲା ଅଞ୍ଚଳ ର ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲପରିଷଦ ଚେୟାରମେନ  ଶରତ ନାଏକ , ନର୍ଲା ମଣ୍ଡଳ ସଂଯୋଜକ ସରୋଜ ବୁଦ୍ଧିଆ, ମଣ୍ଡଳ ସଭାପତି ମନ୍ମୟ ଚାନ୍ଦ୍ , ଦିଲୀପ ଚାନ୍ଦ୍, ଚିରଞ୍ଜିବୀ ଗୌଡ଼ିଆ, ପଦ୍ମଲୋଚନ ଜାଲ ,ଓ ବିଜେପି ରେ ଥିବା ସମସ୍ତ କର୍ମ କର୍ତ୍ତା ଓ ସାଧାରଣ କର୍ମୀ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପାତ୍ର କୃଷକ ମାନଙ୍କ ଧାନ ବିକ୍ରିରେ MSP ମୂଲ୍ୟ ଉପରେ ମତ ରଖିଥିଲେ ଏବଂ ସରକାରଙ୍କୁ GST ଫାଙ୍କୂ ଥିବା ବ୍ୟବସାୟୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow