ହାଇଦ୍ରାବାଦ ୨୦୨୪ ଫିତ ନେସନାଲ କଂଫୁ ରେ କଳାହାଣ୍ଡି ଚମ୍ପିୟାନ,

Dec 20, 2024 - 16:11
Dec 20, 2024 - 16:12
 0  6
ହାଇଦ୍ରାବାଦ ୨୦୨୪ ଫିତ ନେସନାଲ  କଂଫୁ ରେ କଳାହାଣ୍ଡି ଚମ୍ପିୟାନ,

-ହାଇଦ୍ରାବାଦ ୨୦୨୪ ଫିତ ନେସନାଲ କଂଫୁ ରେ କଳାହାଣ୍ଡି ଚମ୍ପିୟାନ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଞ୍ଚଳର ୧୭ ଜଣ ଓ କଳାହାଣ୍ଡି ର ୧୦ ଜଣ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେଇଥିବା ଫିତ ନେସନାଲ କମ୍ଫ୍ହୁ କାର୍ଯ୍ୟକ୍ରମ ରେ କଳାହାଣ୍ଡି ରୁ୨୭ ଜଣ ହାଇଦ୍ରାବାଦ ଠାରେ ବିଜୟ ହେବା ସହ ନିଜ ଗ୍ରାମ ସହ କଳାହାଣ୍ଡି ଅଂଶ ଗ୍ରହଣ କରି ନାମ ଗୌରବ ଅର୍ଜୁନ କରିଛନ୍ତି l ଏହି କଂଫୁ ପ୍ରତିଯୋଗିତାରେ ରେ କେସିଙ୍ଗା ବ୍ଲକ ର , ବାପା ଭବାନୀ ମଳିକ ମା, ସନ୍ତୋଷିନୀ ସାହୁ ପୋଲିଶ ବିଭାଗ ରେ କାର୍ଯ୍ୟରତ,ଏ ଏସ ଆଇ,ଙ୍କ ଏକମାତ୍ର ପୁଅ ବିଭୁତି ମଳିକ ଗୋଲଡ଼ ମେଡ଼ାଲିଷ୍ଟ ନେସନାଲ ଚମ୍ପିୟାନ ହାସଲ କରିଛନ୍ତି, ସେହିପରି ସୁମନ ଦୁର୍ଗା ପିତା ମାଷ୍ଟ୍ର ତଳସ୍ତୟା ଦୁର୍ଗା ବ୍ଲାକ ବେଲ୍ଟଥାର୍ଡ଼ ଡୋନ KDFI ଦିବ୍ୟଂଶୁ ସୁନା, ଆୟୁଷ କୁମାର ହେର୍ଣ୍ଣା, କୁନାଲ ବାରିକ, ଉମାଶଙ୍କର ଦୀପ, ଡାଭିଡ ହରପାଳ ଉତୀର୍ଣ୍ଣ ହୋଇ ହାଇଦ୍ରାବାଦ ଠାରେ ଗୋଲଡ଼ ମେଡ଼ାଲ ହାସଲ କରିଥିବା ବେଳେ l କେସିଙ୍ଗା ର ଅନାମିକା ସୁନା, ଆକାଂକ୍ଷା ଦାସ, ଚନ୍ଦନ ସାହୁ, ପ୍ରମୋଦ ବେହେରା, ଅଭିଜିତ ସାହୁ, ଚେଇତନ୍ୟ ନାଗ ସିଲଭର ମେଡ଼ାଲିଷ୍ଟ ସମ୍ମାନ ରେ ପୁରସ୍କୃତ ହୋଇଥିଲେ | ଅସ୍ମିତା ସାହୁ, ପ୍ରିୟଙ୍କା ସାହୁ ଏବଂ ଓଁ ସାହୁ ମଧ୍ୟ ବ୍ରୋଞ୍ଜ ମେଡାଲ ପୁରସ୍କୃତ ହୋଇଥିଲେ | ସେହିପରି କଳାହାଣ୍ଡି ଜିଲ୍ଲା ର ଆସିଥିବା ଗୁଣସାଗର ଦାସ, ବିଶ୍ୱଜିତ ନାଏକ, ଗଣେଶ ବାଗ ପ୍ରେନ୍ସ ଦୀପ, ଗୋଲଡ଼ ମେଡ଼ାଲିଷ୍ଟ କିରଣ ମହାନଦ ଗୋଲଡ଼ ମେଡ଼ାଲିଷ୍ଟ ମୋହିତ ସାଗର ଗୋଲ ମେଡ଼ାଲିଷ୍ଟ ଆୟୁଷ ସାଗର ସିଲଭର ନମ୍ରତା ସେଠି, ଗୋଲଡ଼ ମେଡ଼ାଲିଷ୍ଟ,ଯି, ଗାର୍ଗୀ ମଧ୍ୟ୍ୟଉତୀର୍ଣ୍ଣ ହୋଇ ଥିଲେ l ବ୍ରୋଂଜ଼ ପ୍ରତି ଯୋଗିତାରେ ମଧ୍ୟ୍ୟ ନିଜ ନାମ ରଖି କଳାହାଣ୍ଡି ର ନାମ ହାଇଦ୍ରାବାଦ ଠାରେ ଚମକାଇ ଛନ୍ତି l କଳାହାଣ୍ଡି ରୁ ବିଜୟ ତାଣ୍ଡି କୋଚ ଆୱାର୍ଡ ଓ ଦେବାଶିଷ ରାବଳ ବ୍ରୋଞ୍ଚ ମେଡ଼ାଲିଷ୍ଟ ଭାବେ ପୁରସ୍କୃତ ହୋଇଥିଲେ ଦୁଇଟି ୱାଇଟ ସୋ ଯାହା ଫାଇଟ ଓ କଟା ପ୍ରତିଯୋଗିତା ରେ କେସିଙ୍ଗା ରୁ ଛାତ୍ର ଛାତ୍ରୀ ମାନଙ୍କର ଟଲସଟୟ ଦୁର୍ଗା, କୋଚ ମାଷ୍ଟର ଆୱାର୍ଡ ପାଇଥିଲେ l ହାଇଦ୍ରାବାଦ ରୁ ଚମ୍ପିୟାନ ହୋଇ ଗୋଲଡମେଡାଲିଷ୍ଟ ସହ ସିଲଭର ମେଡ଼ାଲିଷ୍ଟ ହାସଲ କରି ନିଜ ମାଟି ଙ୍କୁ ଆସି କେସିଙ୍ଗା ରେଳ ଟେସନ ସମୁଖରେ ସମସ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞ୍ୟାପନ କରାଯାଇଛି ଏହି ସଫଳତା ରେ କେସିଙ୍ଗା ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି

What's Your Reaction?

like

dislike

love

funny

angry

sad

wow