ନର୍ଲା ବ୍ଲକ୍ ସମ୍ମେଳନ କକ୍ଷ ରେ ଅନୁଷ୍ଠିତ ହେଲା କେନ୍ଦ୍ର ସରକାର ଙ୍କ ଲକ୍ଷ୍ୟ ପତି ଦିଦୀଙ୍କୁ ଙ୍କୁ ସମ୍ମାନିତ କାର୍ଯକ୍ରମ

Aug 25, 2024 - 12:20
Aug 25, 2024 - 16:01
 0  159
ନର୍ଲା ବ୍ଲକ୍ ସମ୍ମେଳନ କକ୍ଷ ରେ ଅନୁଷ୍ଠିତ ହେଲା କେନ୍ଦ୍ର ସରକାର ଙ୍କ ଲକ୍ଷ୍ୟ ପତି ଦିଦୀଙ୍କୁ ଙ୍କୁ ସମ୍ମାନିତ କାର୍ଯକ୍ରମ

ନର୍ଲା ବ୍ଲକ୍ ସମ୍ମେଳନ କକ୍ଷ ରେ ଅନୁଷ୍ଠିତ ହେଲା କେନ୍ଦ୍ର ସରକାର ଙ୍କ ଲକ୍ଷ୍ୟ ପତି ଦିଦୀଙ୍କୁ ଙ୍କୁ ସମ୍ମାନିତ କାର୍ଯକ୍ରମ,

ଶୁଭମ ବାର୍ତ୍ତା :- ଆଜି ଆମ ଦେଶ ରେ ୧୧ ଲକ୍ଷ୍ୟ ମହିଳା ଙ୍କୁ ଲକ୍ଷ୍ୟ ପତି ଦିଦି ଭାବରେ ବିଭିନ୍ନ ବ୍ଲକ୍ କାର୍ଯ୍ୟଳୟ ଗୁଡ଼ିକ ରେ ସମ୍ମାନିତ କରାଯାଉ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ମଧ୍ୟ ୩୨୫ ଜଣ ମହିଳା ଙ୍କୁ ଲକ୍ଷ୍ୟ ପତି ଦିଦି ଭାବରେ ସମ୍ମାନିତ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଯେଉଁ ମହିଳା ସରକାର ଙ୍କ ଦେଇଥିବା ଅର୍ଥ କୁ ସଦ ବିନିଯୋଗ କରି ଲକ୍ଷ୍ୟ ପତି ହୋଇ ପାରି ଥିବ ସେହି ମହିଳା ଙ୍କୁ ଚିହ୍ନଟ କରି ସମ୍ମାନିତ କରାଯାଇଛି।ନର୍ଲା ବ୍ଲକ୍ ବିଡ଼ିଓ ରିପୁନଥ ସୁନା ଙ୍କ ତାତ୍ୱାବିଧନ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ଜୋନ ନମ୍ବର୍ ୨ର ଜିଲ୍ଲା ପରିଷଦ ସଦସ୍ୟ ହରିସଙ୍କର ମାଝୀ , ସରପଞ୍ଚ ସଂଘ ର ସଭାପତି ଅନ୍ତରାମ୍ ମାଝୀ B P M O L M ସନତ କୁମାର୍ ସାହୁ, ବାଗ୍ ପୂର୍ ସରପଞ୍ଚ ଗୋପାଳ ହାତୀ, ମାଣ୍ଡେଲ୍ ସରପଞ୍ଚ ପଦ୍ମ ଲୋଚନ ଜାଲ୍, ରୁପ୍ରା ରୋଡ ସରପଞ୍ଚ ହେମନ୍ତ ଭୋଇ,ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, B P A ମିଶନ ଶକ୍ତି ପୂର୍ଣ୍ଣଚନ୍ଦ୍ର ବୁଦ୍ଧିଆ, ଙ୍କ ସହ ବ୍ଲକ୍ ର ବିଭିନ୍ନ ବିଭାଗ ର ଅଧିକାରୀ ଯୋଗ ଦେଇ ଥିଲେ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow