ପୁଣି ଏକ ମାଇ ହାତୀ ର ମୃତ୍ୟୁ

Sep 13, 2024 - 09:02
Sep 13, 2024 - 10:34
 0  235
ପୁଣି ଏକ ମାଇ ହାତୀ ର ମୃତ୍ୟୁ

ନର୍ଲା ରିଗିଡି ମାଲ ଠାରେ  ଏକ ମାଇ ହାତୀର ମୃତ୍ୟୁ 

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗିଡି ମାଲ୍ ନିକଟସ୍ଥ ଏକ ବିଲ ପାଖରେ  ମାଇ ହାତୀ ମୃତ୍ୟୁ ହେଇ ପଡ଼ିଥିବା ଦେଖିବାକୁ ମିଳିଛି। ମାଇ ହାତୀ ର ବୟସ ପାଖା ପାଖି ୧୫ ବର୍ଷ ହେବ।ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖି ପାଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫରମର ତାର ସଂସ୍ପର୍ଶରେ ଆସି ହାତୀ ର ମୃତ୍ୟୁ ଘଟିଥିବା ସନ୍ଧେହ ।ଘଟଣା ସ୍ଥଳରେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନେ ପହଞ୍ଚି ଅଧିକ ତଦନ୍ତ ଜାରି ରଖଛନ୍ତି।

କଳାହାଣ୍ଡି ରୁ ଜଗତ ରାମ ସାହୁ ଓ ନର୍ଲାରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow