ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେଲା ଆୟୁଷ୍ମାନ ଆରୋଗ୍ୟ ଶିବିର,

Aug 23, 2024 - 16:04
Aug 23, 2024 - 16:06
 0  39
ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେଲା ଆୟୁଷ୍ମାନ ଆରୋଗ୍ୟ ଶିବିର,

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେଲା ଆୟୁଷ୍ମାନ ଆରୋଗ୍ୟ ଶିବିର,

 ଶୁଭମ ବାର୍ତ୍ତା :- ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହେଲା ଆୟୁଷ୍ମାନ ଆରୋଗ୍ୟ ଶିବିରରେ ଯୋଗ ଦେଲେ ବିଭିନ୍ନ ବିଶେଷଜ୍ଞ ଡାକ୍ତର, କଥା ରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ ,ଯେଉଁ ମଣିଷ ଯେତେ ସ୍ବାସ୍ଥ୍ୟ ବାନ ତାର ପରମାୟୁ ମଧ୍ୟ ସେତେ ଅଧିକସେଥି ପାଇଁ ସରକାର୍ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ,ରଖି ବିଭିନ୍ନ ସ୍ଥାନରେ ଆୟୁଷ୍ମାନ ଆରୋଗ୍ୟ ଶିବିର ମାଧ୍ୟମ ରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉ ଥିବା ବେଳେ ଆଜି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ଏକ ଆୟୁଷ୍ମାନ ଆରୋଗ୍ୟ ଶିବିର ର ଆୟୋଜନ କରାଯାଇଛି ।ଉକ୍ତ ଶିବିର ରେ ଅନେକ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ନର୍ଲା ବ୍ଲକ୍ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ରୋଗୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ।ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୧୯୬୦ ମସିହା ରୁ ଉକ୍ତ ଅଞ୍ଚଳର ରୋଗୀ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁ ଥିବା ବେଳେ ଆଜି ଯାଏଁ କୌଣସି ବି ବିଶେଷଜ୍ଞ ଡାକ୍ତର ନ ଥିବାରୁ ସାଧାରଣ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଉତ୍ତମ ଚିକିତ୍ସା ପାଇଁ ନିର୍ଭର କରିବାକୁ ବାଧ୍ୟ ହେଉ ଛନ୍ତି ।ଆଜି ଭଳି କିଛି ଆରୋଗ୍ୟ ଶିବିର ମାନ ଆୟୋଜନ କରି ରୋଗୀ ସେବା ଯୋଗାଇ ଦେଲେ ମଧ୍ୟ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ଅଭାବ ରୁ ସାଧାରଣ ଗରିବ ରୋଗୀ ଉତ୍ତମ ସ୍ବାସ୍ଥ୍ୟ ସେବା ପହାଇବା ରୁ ବଞ୍ଚିତ ହେଉଛନ୍ତି।ସେଥିପାଇଁ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର କୁ ବିଶେଷଜ୍ଞ ଡାକ୍ତର ଯୋଗାଇବା ଦେବା ପାଇଁ ସାଧାରଣ ରେ ଦାବି ହେଉଛି।

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହିତ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow