ଚୋରି କରି ଫେରାର ମାରୁଥିବା ବେଳେ କାଦୁଅ ରେ ଫସିଲା ପିକ୍ ଅପ୍ ଭ୍ୟାନ , ପୋଲିସ୍ ର ତଦନ୍ତ ଜାରି,

Aug 18, 2024 - 17:45
 0  106
ଚୋରି କରି ଫେରାର ମାରୁଥିବା ବେଳେ କାଦୁଅ ରେ ଫସିଲା ପିକ୍ ଅପ୍  ଭ୍ୟାନ , ପୋଲିସ୍ ର ତଦନ୍ତ ଜାରି,

ଚୋରି କରି ଫେରାର ମାରୁଥିବା ବେଳେ କାଦୁଅ ରେ ଫସିଲା ପିକ୍ ଅପ୍ ଭ୍ୟାନ , ପୋଲିସ୍ ର ତଦନ୍ତ ଜାରି,

କଳାହାଣ୍ଡି ଶୁଭମ ବାର୍ତ୍ତା :- ଗତ କାଲି ରାତିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ବୋରିଆ ସ୍ଥିତ ଅନ୍ନପୂର୍ଣ୍ଣା ରାଇସ ମିଲ୍ ରୁ ଚାଉଳ ଓ ଧାନ ଚୋରି ଉଦ୍ୟମ ଫେଲ୍ ମାରିଥିବା ଦେଖି ବାକୁ ମିଳିଛି।ସୂଚନା ଅନୁସାରେ ଦୃର୍ବୁତ୍ତ ମାନେ OD 08W 6555 ନମ୍ବର୍ ର ଏକ ପିକ୍ ଅପ୍ ଭ୍ୟାନ ରେ ରାଇସ ମିଲର ବାଡ଼ ଡେଇଁ ଧାନ ଓ ଚାଉଳ ଚୋରୀ କରି ନେଇ ଯାଉଥିବା ବେଳେ ମିଲ କର୍ମଚାରୀ ଓ ପୋଲିସ ଦୃର୍ବୁତ୍ତ ମାନଂକୁ ପିଛା କରିବାରୁ ଭ୍ୟାନ ଟି କାଦୁଅ ରେ ଫସି ଯିବା ଫଳରେ ଦୃର୍ବୁତ୍ତ ମାନେ ଗାଡ଼ି ଛାଡି ଫେରାର୍ ମାରିଥିଲେ।କେସିଙ୍ଗା ପୋଲିସ୍ ଭ୍ୟାନ ସହ ୨୫ ବସ୍ତା ଚାଉଳ ଓ ଧାନ କୁ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow