ବଜ୍ରାଘାତ ରେ ନଡ଼ିଆ ଗଛ ପୋଡି ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ,

Apr 30, 2025 - 13:36
Apr 30, 2025 - 13:38
 0  4
ବଜ୍ରାଘାତ ରେ ନଡ଼ିଆ ଗଛ ପୋଡି ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ,

ନର୍ଲା ଶୁଭମ ବାର୍ତ୍ତା :- ଲାଞ୍ଜିଗଡ ବ୍ଲକ  କମର୍ଦ୍ଧା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାଗାଁ ରେ ଆଜି ଦିନ ଦିପହରରେ ବଜ୍ରାଘାତ ଯୋଗୁଁ ଜନୈକ ନିରଞ୍ଜନ ପାତ୍ର ଙ୍କ ନଡ଼ିଆ ଗଛରେ ନିଆଁ ଲାଗି ଜଳିଯାଇଥିବାରୁ,ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ, ବଜ୍ରାଘାତ ଯୋଗୁଁ ଆଖ ପାଖର ଥିବା ବିଜୁଳି ମିଟର ମଧ୍ୟ ଅଚଳ ହୋଇଯାଇଛି, ଖବର ପାଇ ସ୍ଥାନୀୟ ବିଜୁଳି ସେବକ ରଘୁନାଥ ଗଉଡ଼ ଆସି ମିଟର ମରାମତି କରୁଥିବା ଜଣାପଡିଛି, 

What's Your Reaction?

like

dislike

love

funny

angry

sad

wow