ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରଥମ ବର୍ଷ ର ଛାତ୍ରମାନଙ୍କ ବଣଭୋଜି ଓ ବନ୍ଧୁମିଳନ।

Jan 12, 2025 - 07:53
 0  42
ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ  ପ୍ରଥମ ବର୍ଷ ର ଛାତ୍ରମାନଙ୍କ ବଣଭୋଜି ଓ ବନ୍ଧୁମିଳନ।

ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପ୍ରଥମ ବର୍ଷ ର ଛାତ୍ରମାନଙ୍କ ବଣଭୋଜି ଓ ବନ୍ଧୁମିଳନ।

ଶୁଭମ ବାର୍ତ୍ତା :- ତା-୧୧/୦୧ ଗ୍ରାମପଞ୍ଚୟତ ଉଚ୍ଚ ବିଦ୍ୟାଳୟ ନିଶାଣପୁର ଯେଉଁ ସ୍ବପ୍ନକୁ ନେଇ ଗଠନ କରିଥିଲେ ସେହି ମାନଙ୍କୁ ଆଜି ବିଗତ ୩୩ବର୍ଷ ସ୍ମୃତିକୁ ମନେ ପକାଇ ନିଶାଣପୁର ବଜାର ପଡିଆ ଠାରେ ଏକଜୁଟ ହୋଇ ନିଜ କର୍ମପନ୍ଥା ତଥା ପରିବାରର ସମସ୍ତ ସଦସ୍ୟ ପିତୃମିତୃ ମାନଙ୍କ ଆଲୋଚନା କରି କେମିତି ଉତ୍ତମରେ ରହିବା ଆଲୋଚିତ ହୋଇଥିଲା। ୩୩ବର୍ଷ ସ୍ମୃତି ସତେ ଆଜି ବି ମନେ ପଡ଼ି ବୋଲି ସମସ୍ତେ ଏକତ୍ରିତ ହୋଇ କେମିତି ଉଚ୍ଚ ବିଦ୍ୟାଳୟର ସୁପରିଚାଳନା ହେବ ତାହା ସମସ୍ତେ ମତ ଦେଇଥିଲେ ।ସେତେବେଳେ ଗଛ ଛାଇ ତଳେ ତଥା କିଛି ସ୍କୁଲ ଗୃହ ନାହିଁ ଖେଳିବା ପାଇଁ ପଡିଆ ନାହିଁ ତେବେ ବି ମଣିଷରେ ଗଢି ତୋଳି ଥିଲା ସେହି କଷ୍ଟ କୁ ନେଇ ସହି ପ୍ରଥମବର୍ଷ ର ଛାତ୍ର ଛାତ୍ରୀ ମାନେ ଉତ୍ତମ ଭାବ ରେ ଗଢି ଆସିଥିଲେ। ସେହି ବିଗତ ଦିନକୁ ମନେ ପକାଇ ବଣଭୋଜି ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ଯୋଗ ଦେଇଥିଲେ କ୍ଷିତିଶ କୁମାର ମହାପାତ୍ର, ଚିତ୍ତରଞ୍ଜନ ରଣା,ତେଜରାଜ୍ ସାହୁ,କୁଲଦୀପ ମାଝୀ, ଡୁଲାମଣି ସାହୁ, ପ୍ରକାଶ ରଣା, ଈଶ୍ୱର ଶବର, ଦେବାର୍ଚ୍ଚନ ମାଝୀ, ସନ୍ତୋଷ ଗଡତିଆ ଉଦୟ ନାଥ ଶବର, ପଙ୍କଜ ଜାନି ଦୂତୀଆ ହରିଜନ,ଡିସେମ୍ବର ଭୋଇ ଓ ଲିଙ୍ଗରାଜ ରଣା ସମସ୍ତ ପୂର୍ବତନ ଛାତ୍ର ୩୩ ବର୍ଷ ।ଏହି କାର୍ଯ୍ୟକ୍ରମ କୁ ସୁରୁଖୁରୁ ରେ ସହଯୋଗ କରିଥିଲେ ନିତ୍ୟା ଗଉଡ।ପରିଶେଷରେ ଜୟ ମାଣିକେଶ୍ଵରୀ ନାରା ଦେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା।

      ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow