୧୧ କେ ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ହାଇୱା

୧୧ କେ ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ହାଇୱା
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆର୍ ଓ ବି ରାସ୍ତା ନିର୍ମାଣ ବେଳେ ୧୧ କେ ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରାଜଲକ୍ଷ୍ମୀ କନଷ୍ଟ୍ରକ୍ ସନ୍ କମ୍ପାନୀ ଏକ ହାଇୱା ହୁତୁ ହୂତୁ ହୋଇ ଜଳି ଯାଇଥିବା ସୂଚନା ମିଳିଛି।ଗାଡ଼ି ର ଡ୍ରାଇଭର ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇ ଗୁରୁତର ଅବସ୍ଥାରେ କେସିଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଛନ୍ତି।ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା।
What's Your Reaction?






