ସାମ୍ବାଦିକଙ୍କ ଗଡିକୁ ଧକ୍କା ଦେଲା ଲକ୍ଷ୍ମୀ ବସ୍,

ନର୍ଲା ଶୁଭମ ବାର୍ତ୍ତା :- ଆଜି ଶନିବାର ଦିବା ପ୍ରାୟ10.55ରୁ 11ଟା ମଧ୍ୟରେ ଆମ ଓଡ଼ିଶା ସମସ୍ୟା ନ୍ୟୁଜ ନର୍ଲା ସାମ୍ବାଦିକ ବାବୁଲାଲ ବାଗ ଜରୁରୀ କାମ ପାଇଁ ତାଙ୍କ ସହଯୋଗୀ ତପନ କୁମାର୍ ସାହୁ ଙ୍କ ସହ ରୂପ୍ରା ରୋଡ ସ୍ଥିତ କାନାଡା ବ୍ୟାଙ୍କ୍ ଏଟିଏମ୍ ପାର୍ଶ୍ଵରେ ନିଜ ଗାଡ଼ି OD 08 U 6263 ବାଇକ୍ କୁ ରଖି ATM ରୁ ପଇସା ଉଠାଉଥିବା ସମୟରେ ନର୍ଲା ରୁ ରୁପ୍ରାରୋଡ ଦେଇ ପଲମ୍ କୁ ଯାଉଥିବା ବେଳେ ଗାଡ଼ି ନଂ OD 08 V 3321ଲକ୍ଷ୍ମୀ ବସ୍ ଉକ୍ତ ସାମ୍ବାଦିକ ବାଇକ୍ କୁ ଧକ୍କା ଦେଇ ଫେରାର ହୋଇଥିବା ଜଣାପଡ଼ିଛି। କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଗାଡ଼ିର ଡେକି ଓ ଲେଗ ଗାର୍ଡ ଏବଂ ଆଗ ଚକର ମର୍ ଗାର୍ଡ ଭାଙ୍ଗି ଯାଇଛି। ଯାହାକି ଗାଡ଼ି ସହ ହେଣ୍ଡିଲ ରେ ମାଡ଼ ହୋଇଯାଇଛି । ଗାଡିକୁ ଅଟକାଇବା ପରେ କିଛି ଦୂର ଗଲା ପରେ ଅଟକିଥିଲା ଗାଡି। ଅଟକିଲା ପରେ ତାଙ୍କର ସହଯୋଗୀ କାହିଁକି ଧକ୍କା ଦେଳେ ବୋଲି ପଚାରିବାରୁ ? କଣ୍ଡକ୍ଟର କିଛି ହୋଇ ନାହିଁ ବୋଲି କହି ବେଖାତିରି କରିବା କେତେ ଯୁକ୍ତି ଯୁକ୍ତ? କିଛି ନ ବୁଝି ଶୁଝି ଲକ୍ଷ୍ମୀ ବସ୍ ସହ ଡ୍ରାଇଭର ଫେରାର ମାରିଥିଲେ। କାନାଡା ବ୍ୟାଙ୍କ ଏଟିଏମ୍ ଯାଞ୍ଚ ସହ ସିସିଟିଭି ଫୁର୍ଟେଜ ପ୍ରମାଣିତ ଅଛି। ତେଣୁ ଯାଞ୍ଚ କରି ଉକ୍ତ ଗାଡ଼ିର ମରାମତି କରିବା ସହ ଏଭିଲି ବେପରୁଆ ଡ୍ରାଇଭରଙ୍କ ଗାଡ଼ି ଚାଲନା ଯୋଗୁଁ ଅନେକ ଜନଜୀବନ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ ଏଥିପତି ଧ୍ୟାନ ଦେବା ସହ ବିହିତ କାର୍ଯ୍ୟନୁଷ୍ଠାନ ନିଆଁ ଯାଉ ବୋଲି ସାମ୍ବାଦିକ ଲିଖିତ ଅଭିଯୋଗ କରିଛନ୍ତି ନର୍ଲା ଥାନାରେ।
ନର୍ଲା ରୁ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






