ଅଜଣା ରୋଗରେ ଦାଦନ ଶ୍ରମିକର ମୃତ୍ୟୁ,

Oct 3, 2024 - 07:45
Dec 13, 2024 - 20:05
 0  92
ଅଜଣା ରୋଗରେ ଦାଦନ ଶ୍ରମିକର ମୃତ୍ୟୁ,

ଅଜଣା ରୋଗରେ ଦାଦନ ଶ୍ରମିକର ମୃତ୍ୟୁ 

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ଗ୍ରାମ ପଂଚାୟତ ଅନ୍ତର୍ଗତ ଉଲିଗୁଞ୍ଜେର ଗ୍ରାମର କ୍ଷେତ୍ର ହରିଜନ ଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ସେ କିଛି ମାସ ତଳେ ରାଜ କୋଟ କୁ ଯାଇଥିଲେ ଦାଦନ ଖଟି ବାକୁ , ସେଠାରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଚିକିତ୍ସା ପରେ ବି ସୁସ୍ଥ ନ ହେବାରୁ ବୁଧବାର ଦିନ ନିଜ ଜନ୍ମ ମାଟିକୁ ଫେରିଥିଲେ, ସେହି ଦିନ ହିଁ ତାଙ୍କୁ ବିଷମ କଟକ ହସ୍ପିଟାଲ କୁ ନିଆଯାଉଥିଲା ହେଲେ ଭାଗ୍ୟର ବିଡମ୍ବନା ହସ୍ପିଟାଲ ନ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।ତାଙ୍କ ମୃତ୍ୟୁରେ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow