ନର୍ଲା ଯାଦବ ଭବନ ଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ,

Jan 26, 2025 - 17:56
Jan 26, 2025 - 18:04
 0  30
ନର୍ଲା ଯାଦବ ଭବନ ଠାରେ ସାଧାରଣ ତନ୍ତ୍ର ଦିବସ ପାଳିତ,

ନର୍ଲା ଯାଦବ ଭବନ ସାଧାରଣ ତନ୍ତ୍ର ଦିବସ ପାଳିତ,

ଶୁଭମ ବାର୍ତ୍ତା :- ଆଜି ତା ୨୬/୦୧/୨୦୨୫ରିଖ ରବିବାର ଦିନ ନର୍ଲା ଯାଦବ ସମିତି ପକ୍ଷରୁ ଯାଦବ ଭବନ ଠାରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ନର୍ଲା ବ୍ଳକ୍ ଯାଦବ ସମିତିର ସଭାପତି ଶ୍ରୀ ଯୁଧିଷ୍ଟିର ଗଉଡ଼ ଙ୍କ ଅଧ୍ୟକ୍ଷତାରେ ପବିତ୍ର ତ୍ରିରଙ୍ଗା ପତାକା କୁ ସମ୍ମାନ ଦେଇ ପତାକା ଉତ୍ତୋଳନ କରିଥିଲେ। ଉପସଭାପତି ଗିରିଧାରୀ ଗଉଡ଼ ସହ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ। ଏଥିରେ ଶ୍ରୀ ଲିଙ୍ଗରାଜ କରୁଆଁ, ଅଜିତ କୁମାର କରୁଆଁ, ଦିଲୀପ ଗହୀର ତ୍ରିଲୋଚନ ନାଏକ, ଯୁବ ସାମ୍ୱାଦିକ ବାବୁଲାଲ ବାଗ, ନରସିଂହ ଥପା, ଦେବ ରାଜ ବଗର୍ତ୍ତୀ, ମହନ ବାଗ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ଶେଷରେ ସଭାପତି ଶ୍ରୀ ଯୁଧିଷ୍ଟିର ଗଉଡ଼ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟ କ୍ରମ ଟିକୁ ସାଙ୍ଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow