ତୁଳା ପଡା ମଦ ଭାଟି ନିକଟରେ ସଡ଼କ ଦୁର୍ଘଟଣା, ବୁଲେଟ୍ ସହିତ HF ଡିଲକ୍ସ ଧକ୍କା ଜଣେ ମୃତ ଜଣେ ଗୁରୁତର,

Dec 22, 2024 - 16:59
Dec 22, 2024 - 17:05
 0  466
ତୁଳା ପଡା ମଦ ଭାଟି ନିକଟରେ ସଡ଼କ ଦୁର୍ଘଟଣା, ବୁଲେଟ୍ ସହିତ HF ଡିଲକ୍ସ ଧକ୍କା ଜଣେ ମୃତ ଜଣେ ଗୁରୁତର,

ତୁଳପଡା ମଦ ଭାଟି ନିକଟରେ ସଡ଼କ ଦୁର୍ଘଟଣା, ବୁଲେଟ୍ ସହିତ HF ଡିଲକ୍ସ ଧକ୍କା ଜଣେ ମୃତ ଜଣେ ଗୁରୁତର, 

ନର୍ଲା ଶୁଭମ ବାର୍ତ୍ତା :- ଆଜି ଦିନ ୨ଟା ୩୦ ମିନିଟ୍ ସମୟରେ ଭବାନୀପାଟଣା ରୁ ଭୁବନେଶ୍ୱର କୁ ସଂଯୋଗ କରୁଥିବା ୨୬ ନମ୍ବର୍ ରାଜ୍ୟ ରାଜପଥ ତୁଲାପଡ଼ା ମଦଭାଟି ନିକଟରେ ବୁଲେଟ୍ ଓ HF ଡିଲକ୍ସ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ HF ଡୀଲକ୍ସ ଚାଳକ ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି, ବୁଲେଟ ଚାଳକ ଫେରାର୍ ଥିବା ଜଣା ପଡିଛି।ଘଟଣା ସ୍ଥଳରେ ନର୍ଲା ପୋଲିସ୍ ଦୁଇଟି ବାଇକ୍ କୁ ଜବତ କରିବା ସହିତ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ସହ ତାପନ୍ କୁମାର୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow