ପି କଫ ଭେନ ଧକ୍କାରେ ସ୍କୁଲ୍ ଛାତ୍ରୀ ଗୁରୁତର ଆହତ ମେଡ଼ିକାଲ ରେ ଚିକିତ୍ସା,

ପି କଫ ଭେନ ଧକ୍କାରେ ସ୍କୁଲ୍ ଛାତ୍ରୀ ଗୁରୁତର ଆହତ, ମେଡ଼ିକାଲ ରେ ଭର୍ତି,
ନର୍ଲା ଶୁଭମ ବାର୍ତ୍ତା :- ମଙ୍ଗଳ ବାର ସକାଳ ଦଶ ଘଣ୍ଟା ସମୟରେ ରେଖ ପୁର ଗ୍ରାମର ସ୍କୁଲ୍ ଛାତ୍ରୀ ଭାଗ୍ୟଶ୍ରୀ ସାଇକେଲ ଯୋଗେ ଘରୁ ବାହାରି ସ୍କୁଲ୍ କୁ ଯାଉଥିବା ବେଳେ ରେଖପୁର ଛକ ନିକଟରେ ବିପରୀତ ଦିଗରୁ ଏକ ପି କଫ ଭେନ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରି ଥିଲା ଦୁର୍ଘଟଣା ରେ ସ୍କୁଲ୍ ଛାତ୍ରୀ ଗୁରୁତର ଆହତ ହେବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରି ଚିକିତ୍ସା କରିଥିବା ବେଳେ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭେନ ସହିତ ସାଇକେଲ କୁ ଜବତ କରିଥିବା ସୂଚନା ମିଳିଛି,
What's Your Reaction?






