ଟ୍ରକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର ୬ ଜଣ ଆହତ,

Aug 16, 2024 - 08:22
 0  79
ଟ୍ରକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର ୬ ଜଣ ଆହତ,

 ଟ୍ରକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତର ୬ ଜଣ ଆହତ, 

ଶୁଭମ ବାର୍ତ୍ତା :-  ଆଜି ଭୋର୍ ସକାଳ ପ୍ରାୟ ତିନି ଟା ସମୟରେ ଜାତୀୟ ରାଜପଥ ୨୬ କେସିଙ୍ଗା ସହର ନିକଟ ରେ ଟ୍ରକ୍ ବୋଲେରୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଓ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି।ବୋଲେରୋ ରେ ୭ ଜଣ ଯାତ୍ରୀ ଥିଲେ, ସେମାନେ ଛତିଶଗଡ ବସ୍ତର୍ ରୁ ହୀରାକୁଦ ଜଳଭଣ୍ଡାର କୁ ବୁଲିବାକୁ ଆସୁଥିବା ସୂଚନା ମିଳିଛି।ସମସ୍ତ ଙ୍କୁ କେସିଙ୍ଗା ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଛି।ସେମାନଙ୍କ ମଧ୍ୟରୁ ଜଣେ ସଙ୍କଟାପନ୍ନ ଥିବା ଜଣାପଡିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow