ଅଭିଯୁକ୍ତକୁ ଧରିବା ପାଇଁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ୍ କର୍ମଚାରୀ ।

Aug 14, 2024 - 11:30
Aug 14, 2024 - 11:32
 0  73
ଅଭିଯୁକ୍ତକୁ ଧରିବା ପାଇଁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ୍ କର୍ମଚାରୀ ।

ଅଭିଯୁକ୍ତ ଙ୍କୁ ଧରିବା ପାଇଁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ୍ କର୍ମଚାରୀ ।

କଳାହାଣ୍ଡି ଶୁଭମ ବାର୍ତ୍ତା :- କଥାରେ ଅଛି ପୋଲିସ୍ ଡ଼ାଳେ ଡ଼ାଳେ ଗଲେ ଅପରାଧି ପତରେ ପତରେ ଜାଇ ପୋଲିସ୍ କୁ ଚକମା ଦେବାରେ ସଫଳ ହୁଅନ୍ତି କିନ୍ତୁ ଦିନେ ନା ଦିନେ ପୋଲିସ୍ ର ଲମ୍ବା ହାତ ତାଙ୍କୁ ଜାବୁଡ଼ି ବାରେ ସଫଳ ହୁଏ ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ରେ । ଜୟପାଟଣା ଥାନା ପୋଲିସ ୱାରେଣ୍ଟି ମାନଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି । ।ସୂଚନା ଅନୁସାରେ ଜୟପାଟଣା ପୋଲିସ୍ ତାଙ୍କ ଟିମ୍ ସହିତ ମଙ୍ଗଳପୁର ଗ୍ରାମର କିଛି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଯାଇଥିଲା।ହେଲେ ଅଭିଯୁକ୍ତ ମାନେ ଯୋଜନାବଦ୍ଧ ହୋଇ ପୋଲିସ ଉପରକୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ।ପୋଲିସ ଉପରକୁ ଲଙ୍କା ଗୁଣ୍ଡ ଫୋପାଡ଼ିବା ସହ ଠେଙ୍ଗା, ଖଣ୍ଡା ଭଳି ଅସ୍ତ୍ର ରେ ଆକ୍ରମଣ ହୋଇଛି ବୋଲି ଜଣାପଡିଛି।ଏମିତିକି ପୋଲିସ ର ହାତକୁ ମଧ୍ୟ କାମୁଡି ଏବଂ ଖଣ୍ଡା ଦ୍ଵାରା ଆହତ କରାଯାଇଛି।ଏଥିରେ ଆଇଆଇସି ଶେଷଦେଵ ବେହେରା , ସହ ପାଞ୍ଚ ପୋଲିସ କର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତ ଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା କରାଯାଇଛି। ପୋଲିସ ପାଞ୍ଚଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ।ପୋଲିସ ଉପରକୁ ଏଭଳି ଦୁଃସାହସିକ ଭାବେ ଆକ୍ରମଣ କରିବା ଅଞ୍ଚଳରେ ନୂଆ

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow