ପୁଣି ଲାଗିଲା ମାଓ ପୋଷ୍ଟର,

ପୁଣି ଲାଗିଲା ମାଓ ପୋଷ୍ଟର,
ରାୟଗଡା ଶୁଭମବାର୍ତ୍ତା :- ବହୁଦିନ ପରେ ପୁଣିଲାଗିଲା ମାଓ ପୋଷ୍ଟର, ମୁନିଗୁଡା ବ୍ଲକ ର ମୁନିଖୋଲ ପଞ୍ଚୟତ ର ପାହାଡି ଇଲାକାର ରାସ୍ତା ନିର୍ମାଣ ପରେ ଦେଖିବାକୁ ମିଳିଛି,ତିନୋଟି ଜାଗାରେ ଲାଗିଛି ମାଓ ପୋଷ୍ଟର,ସକାଟା ଛକ ରେ ଗୋଟେଏ ଭାଳିଆ ପଦର ଗୋଟିଏ ଓ ନିୟୁହୋପ NGO ସଂସ୍ଥା ର ଏକ ଗଛରେ ମଧ୍ୟ ଦେଖିବାକୁ ମିଳିଛି ମାଓ ପୋଷ୍ଟର !ଏଥିରେ ଉଲ୍ଲେଖ ଅଛିଯେ ମୋଦୀ ସରକାରଙ୍କୁ ବିରୋଧ କରି ଏଥିରେ ଉଲ୍ଲେଖ ଥିବାବେଳେ, ମାଓ ଦମନ ନୀତି କୁ ତୁରନ୍ତ ବନ୍ଦ କରିବା କଥା ମଧ୍ୟ ଉଲ୍ଲେଖ ଅଛି ତେବେ ସାଧାରଣ ଲୋକେ ବହୁଦିନ ପରେ ମାଓ ପୋଷ୍ଟର ଓ ବ୍ୟାନର ଦେଖି କିଛି ମାତ୍ରା ରେ ଭୟଭୀତ ହୋଇ ଥିବାବେଳେ, ନୂଆ ରାସ୍ତା ନିର୍ମାଣ କୁ ବିରୋଧ,ପୋଲିସ କ୍ୟାମ୍ପ ପ୍ରତିହାର ସହ,ପୁଞ୍ଜିବାଦୀ, କର୍ପୋରେଟ କୁ ମୋଦୀ ଓ ଶାହାଙ୍କୁ ସହାନୁଭୂତି କୁ ମଧ୍ୟ ବିରୋଧ କରାଯାଇଥିବା ଉଲ୍ଲେଖ କରିଛନ୍ତି ସିପିଆଇମ ମାଓ ସଂଗଠନ l
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମବାର୍ତ୍ତା,
What's Your Reaction?






