ମହିଳା ଙ୍କୁ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୁକ୍ତ କୁ କୋର୍ଟ ଚାଲାଣ।

Jul 12, 2024 - 14:14
Jul 16, 2024 - 23:06
 0  73
ମହିଳା ଙ୍କୁ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୁକ୍ତ କୁ କୋର୍ଟ ଚାଲାଣ।

ନର୍ଲା,ଶୁଭମ ବାର୍ତ୍ତା  :- ଜଣେ ମହିଳା ଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଧୋକା ଦେଇଥିବା ଘଟଣା କୁ ନେଇ ଜଣେ ଅଭିଯୁକ୍ତ ଯୁବକକୁ ଜେଲ୍ ଯିବାକୁ ପଡ଼ିଛି , ସୂଚନା ମୁତାବକ ୨୦୨୩  ମସିହାରେ ନର୍ଲା ଥାନା ଅନ୍ତର୍ଗତ ଗାଡେବନ୍ଧ ଗ୍ରାମର ବିରଞ୍ଚି ମାଝୀ ୨୭ ବର୍ଷୀୟ ମହିଳା ଙ୍କୁ ବଙ୍ଗୋମୁଣ୍ଡ।

ଥାନା ଅନ୍ତର୍ଗତ ସରସାପଡ଼ା ପତରାପାଲି ଗ୍ରାମର ପିତାମ୍ବର ଭୋଇ ନାମକ ଯୁବକ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ନିର୍ଯ୍ୟାତନା ଦେଇଆସୁଥିଲା ଘଟଣା କୁ ନେଇ ନିର୍ଯାତିତ ମହିଳା ନର୍ଲା ଥାନାରେ ଅଭିଯୋଗ କରିଥିଲେ ଘଟଣାକୁ ନେଇ ନର୍ଲା ପୋଲିସ  ୨୫୯ କେଶ୍ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଅଭିଯୁକ୍ତ କୁ ଧରିବା ପାଇଁ ଥାନା ଅଧିକାରୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ଟିମ୍ ସରସା ପଡା ସ୍ଥିତ ପତରା ପାଲି ଠାରୁ ଗିରଫ କରି ଥାନାକୁ ଆଣି ଅଟକ ରଖିଥିଲା ସୋମବାର U/S-376(2)(N)/506 ଦଫା ରେ ମାମଲା ରୁଜୁ କରି ଅଭିଯୁକ୍ତ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

What's Your Reaction?

like

dislike

love

funny

angry

sad

wow