ଜନ କଲ୍ୟାଣ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ,

ଜନ କଲ୍ୟାଣ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ
ଗୋଲାମୁଣ୍ଡା, ୫/ ୮ଶୁଭମ ବାର୍ତ୍ତା(ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମରା ଧାନ ମଣ୍ଡି ଠାରେ ଜନ କଲ୍ୟାଣ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତିଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜନ୍ମେଜୟ ନାଏକ ସଭା ପରିଚାଳନା କରିଥିଲେ ଏବଂବ୍ରହ୍ମା ପ୍ରସାଦ କାଣ୍ଡ ସଭା ସମାପ୍ତ କରିଥିଲେ । ସମ୍ପାଦକ ଈଶ୍ୱର ପୁଟେଲ, କୋଷାଧକ୍ଷ ରବୀନ୍ଦ୍ର ରାଉତ, ଉପ ସଭାପତି ଲବଜି ପୁଟେଲ, ସହ ସମ୍ପାଦକ କପୁରଚନ ସେଠିଆ, ସଭ୍ୟ ବିଶିଳେଶନ ଜ୍ୟୋତିଷ, ପ୍ରିୟ କୃଷ୍ଣ ପୁଟେଲ, ଧନେଶ୍ୱର ଭାଟି, ମହେନ୍ଦ୍ର ଦାସ, ମୁରଲୀ ବାଗ, ରୋବିନ ସନ ସେନାପତି, ,କ୍ଷୀରସିନ୍ଧୁ ପୁଟେଲ, ପୂର୍ଣ୍ଣଚନ୍ଦ୍ର ସରାପ, କୁମରମଣି ଦୁର୍ଗା ଦୀପକ ଭର୍ତିଆ, ସରୋଜ ମୁଣ୍ଡ, ସୁରେନ୍ଦ୍ର ଭୋଇ, ସୁରେନ୍ଦ୍ର ଜାଲ, ଉପେନ୍ଦ୍ର ବଗର୍ତି, କୃଷ୍ଣ ମହାନନ୍ଦ, ପୃଥ୍ୱୀରାଜ ତାଣ୍ଡି, ଚନ୍ଦ୍ରଧ୍ଵଜ କେତକୀ, ପିତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
What's Your Reaction?






