ଘଣ୍ଟବାହାଲି ମାଁଗାୟତ୍ରୀ ସେବା ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ।

ଘଣ୍ଟବାହାଲି ମାଁଗାୟତ୍ରୀ ସେବା ସଂସ୍ଥା ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ।
ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ସଦର ଅନ୍ତର୍ଗତ ଚଗାଁ ପଞ୍ଚାୟତ ଅଧିନରେ ଘଣ୍ଟବାହାଲି ଗ୍ରାମଠାରେ ରହିଛି ଏକ ମାଁ ଗାୟତ୍ରୀ ସେବା ସଂସ୍ଥା ଏହି ମାଁ ଗାୟତ୍ରୀ ସେବା ସଂସ୍ଥା ପରିବାର ଭଗବାନ ତ୍ୟାଗୀ ,ଚୈତନ୍ୟ ମାଝୀ ,ବୈଦ୍ୟ ଧର୍ମୁ ନାଏକ ଆଜି କଳାହାଣ୍ଡି ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କୁ ସାକ୍ଷାତ କରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ମାନପତ୍ର ଓ ଉପଢ଼କନ ଦେଇ ସମ୍ମାନିତ କରି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିବା ସୂଚନା ରହିଛି।
What's Your Reaction?






