ନର୍ଲା ରେ ଫୁଟିଲା ଦୁର୍ଲଭ ବ୍ରହ୍ମ କମଲ ପୁଷ୍ପ, ଅଞ୍ଚଳ ରେ ଭକ୍ତି ମୟ ପରିବେଶ

Aug 13, 2024 - 07:05
 0  104
ନର୍ଲା ରେ ଫୁଟିଲା ଦୁର୍ଲଭ ବ୍ରହ୍ମ କମଲ ପୁଷ୍ପ, ଅଞ୍ଚଳ ରେ ଭକ୍ତି ମୟ ପରିବେଶ

ନର୍ଲା ରେ ଫୁଟିଲା ଦୁର୍ଲଭ ବ୍ରହ୍ମ କମଲ ପୁଷ୍ପ, ଅଞ୍ଚଳ ରେ ଭକ୍ତି ମୟ ପରିବେଶ 

ନର୍ଲା ଶୁଭମ ବାର୍ତ୍ତା :- ସାଧାରଣତଃ ହିମାଳୟ ର ପାର୍ବତ୍ୟ ଅଞ୍ଚଳ ରେ ବ୍ରହ୍ମ କମଲ ଫୁଲ ଫୁଟି ଥାଏ, ପୁରାଣ ଅନୁସାରେ ଏହି ଫୁଲ ଦେବତା ମାନଙ୍କ ଅତି ପ୍ରିୟ ଫୁଲ । ସାଧାରଣରେ ଏହି ଫୁଲ ଦୁର୍ଲଭ ହୋଇ ଥିବା ବେଳେ ଆଜି କାଲି କୌଣସି ବି ପରିବେଶ ରେ ଏହି ଫୁଲ ଫୁଟୁ ଥିବା ଦେଖି ବାକୁ ମିଳୁଛି।ସୋମବାର ରାତି ୯ ଟା ସମୟ ରେ ନର୍ଲା ସହର ସ୍ଥିତ ସାମ୍ବାଦିକ ନିରଞ୍ଜନ ଗଉଡ ଙ୍କ ଘରେ ଏହି ଦୁର୍ଲଭ ବ୍ରହ୍ମ କମଲ ପୁଷ୍ପ ଫୁଟିଛି।ଶ୍ରାବଣ ମାସ ର ସୋମବାର ଦିନ ଏହି ଫୁଲ ଫୁଟି ଥିବାରୁ ଏହା ପ୍ରଭୁଙ୍କ କୃପା ଭାବି ନର୍ଲା ଅଞ୍ଚଳ ବାସୀ ଶ୍ରୀ ଗଉଡ ଙ୍କ ପରିବାର ସହ ଧୂପ, ଦୀପ ଦେଇ ପୂଜା ଅର୍ଚ୍ଚନା କରୁ ଥିବା ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow