ତାମିଲନାଡୁ ଗାଡିରେ ମୃତ ମଇଁଷିଙ୍କୁ ପୋତିବାକୁ ନେଉଥିବା ବେଳେ ଗ୍ରାମବାସୀ ଙ୍କ ପ୍ରବଳ ବିରୋଧ,

Aug 13, 2024 - 06:32
 0  121
ତାମିଲନାଡୁ ଗାଡିରେ ମୃତ ମଇଁଷିଙ୍କୁ ପୋତିବାକୁ ନେଉଥିବା ବେଳେ ଗ୍ରାମବାସୀ ଙ୍କ ପ୍ରବଳ ବିରୋଧ,

ତାମିଲନାଡୁ ଗାଡିରେ ମୃତ ମଇଁଷିଙ୍କୁ ପୋତିବାକୁ ନେଉଥିବା ବେଳେ ଗ୍ରାମବାସୀ ଙ୍କ ପ୍ରବଳ ବିରୋଧ l 

ନର୍ଲା/ଶୁଭମ ବାର୍ତ୍ତା :- ସୋମବାର ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଗୋର୍ କେଲ୍ ଗାଁ ଲୋକେ ଏଭଳି ଏକ ଘଟଣା ଦେଖି ବାକୁ ମିଳିଛି।ସୂଚନା ଅନୁସାରେ ତାମିଲନାଡୁ ନମ୍ୱର୍ T M 63CW 7196 ଥିବା ଏକ ଟ୍ରକ୍ ରେ କିଛି ମୃତ ମଇସି କୁ ପୋତି ବାକୁ ନେଉ ଥିବା ବେଳେ ଗ୍ରାମ ବାସୀ ବିରୋଧ କରି ଛନ୍ତି, ଗ୍ରାମବାସୀ ଙ୍କ କହିବା ଅନୁସାରେ କେଉଁ ଅଜଣା ଗୋରୁ ବେପାରୀ ମରି ଥିବା କିଛି ମୃତ ମଇସି କୁ ପୋତିବା ପାଇଁ ଗୋର୍ କେଲ୍ ଗାଁ ପଟୁ ନିକଟସ୍ଥ ଜଙ୍ଗଲ କୁ ନେଉ ଥିଲେ ଗାଁ ଲୋକେ ସୂଚନା ପାଇ ଉକ୍ତ ଗାଡ଼ି କୁ ଅଟକ ରଖି ନର୍ଲା ଥାନା କୁ ଜଣେଇ ବା ପରେ ନର୍ଲା ପୋଲିସ୍ ଉକ୍ତ ଟ୍ରକ୍ କୁ ଜବତ କରି ତଦନ୍ତ ଚଳାଇଛି । ମୃତ ମଇସି ଗୁଡ଼ିକୁ ଉକ୍ତ ଅଞ୍ଚଳରେ ପୋତା ଗଲେ କାଳେ କେଉଁ ଅଜଣା ରୋଗ ହେବାର ଆଶଙ୍କାରେ ଗ୍ରାମ ବାସୀ ଏ ଭଳି ପଦକ୍ଷେପ ନେଇ ଥିବା ପ୍ରକାଶ କରିଛନ୍ତି।

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow