ନର୍ଲା ରୋଡ ଏକ ବ୍ୟବସାୟୀ ଙ୍କ ଦୋକାନରେ GST ରେଡ,

Aug 13, 2024 - 13:48
Aug 13, 2024 - 13:52
 0  142
ନର୍ଲା ରୋଡ ଏକ ବ୍ୟବସାୟୀ ଙ୍କ ଦୋକାନରେ GST ରେଡ,

ନର୍ଲା ରୋଡ ଏକ ବ୍ୟବସାୟୀ ଙ୍କ ଦୋକାନନରେ GST ରେଡ, 

ନର୍ଲା ଶୁଭମ ବାର୍ତ୍ତା :-  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଂଚାୟତର ଆଜି ସକାଳ ୧୧ ଘଣ୍ଟା ସମୟରେ ନର୍ଲାରୋଡର ଜୈନିକ ବ୍ୟବସାୟି ମୁକେଶ କୁମାର ଅଗ୍ରୱାଲ ଙ୍କ ଦୋକାନ ଜୟ ଲକ୍ଷ୍ମୀ ଷ୍ଟୋର ଏବଂ ଜୟଦୁର୍ଗା ହାଇ ସ୍କୁଲ ନିକଟରେ ଥିବା ତାଙ୍କର ଗୋଦାମ ଗୃହରେ GST ଟିମ ଚଢ଼ାଉ ହୋଇଥିଲା,ଭବାନୀପାଟଣା ରୁ ଏକ ସ୍ୱତନ୍ତ୍ର ଟିମ ନର୍ଲା ରୋଡ ସ୍ଥିତ ତାଙ୍କ ବାସଭବନରେ GST ଟିମ ଚଢ଼ାଉ କରିଥିବା ସୂଚନା ମିଳିଛି ,

ନର୍ଲା ରୁ ତପନ କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow