ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଟଙ୍କା ଲୁଟି ଜଣେ ଦୃର୍ବୁତ୍ତ ଫେରାର,ଅନ୍ୟ ଦୁଇ ଜଣ ଙ୍କୁ କାବୁ କଲେ ଗ୍ରାମବାସୀ,

Aug 7, 2024 - 20:17
Aug 7, 2024 - 20:20
 0  117
ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଟଙ୍କା ଲୁଟି ଜଣେ ଦୃର୍ବୁତ୍ତ ଫେରାର,ଅନ୍ୟ ଦୁଇ ଜଣ ଙ୍କୁ କାବୁ କଲେ ଗ୍ରାମବାସୀ,
ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଟଙ୍କା ଲୁଟି ଜଣେ ଦୃର୍ବୁତ୍ତ ଫେରାର,ଅନ୍ୟ ଦୁଇ ଜଣ ଙ୍କୁ କାବୁ କଲେ ଗ୍ରାମବାସୀ,

 ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଠାରୁ ଟଙ୍କା ଲୁଟ, ଜଣେ ଦୃର୍ବୁତ୍ତ ଫେରାର ଅନ୍ୟ ଦୁଇ ଜଣ ଙ୍କୁ କାବୁ କଲେ ଗ୍ରାମବାସୀ,

ନର୍ଲା ଶୁଭମ ବାର୍ତ୍ତା :- ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟସ୍ଥ ଛକରେ ସାଗର ମେନେଜ୍ ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ କରି ପାଖାପାଖି ୮୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଗ୍ ରେ ପୁରାଇ ଆସୁଥିବା ସମୟରେ ତିନି ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍ ରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ଏଵଂ ଉକ୍ତ ଏଜେଣ୍ଟ ଙ୍କ ଠାରୁ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ପଳାଇ ଯାଉଥିବା ସମୟରେ ଏଜେଣ୍ଟ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଜଣ ଦୁର୍ବୃତ୍ତ ଚୋର ଙ୍କୁ ଗ୍ରାମବାସୀ କାବୁ କରି ନର୍ଲା ପୋଲିସ କୁ ହସ୍ତାନ୍ତର କରିଥିଲେ , ଓ ଅନ୍ୟ ଜଣେ ଚୋର ଟଙ୍କା ବ୍ୟାଗ୍ ଓ ମୋବାଇଲ ନେଇ ଫେରାଇ ହେବାରେ ସକ୍ଷମ ହୋଇଥିଲା,ନର୍ଲା ପୋଲିସ ଦୁଇ ଚୋର କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow