ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଦୁର୍ଘଟଣା, ଜଣେ ମୃତ ଥାନାରେ ଅଭିଯୋଗ ।

Aug 8, 2024 - 14:19
Aug 8, 2024 - 14:29
 0  18
ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଦୁର୍ଘଟଣା, ଜଣେ ମୃତ  ଥାନାରେ ଅଭିଯୋଗ ।

 ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଦୁର୍ଘଟଣା,  ଜଣେ ମୃତ ଥାନାରେ ଅଭିଯୋଗ ।

ନର୍ଲା ଶୁଭମ ବାର୍ତ୍ତା :- ଗତ ବୁଧବାର ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଶରିଆଁ ଗ୍ରାମର ପ୍ରମୋଦ  ଙ୍କ ଏକ ବୋଲେରୋ ଗାଡି ନମ୍ୱର OD 08 L 7556 ଠାରେ ନୀଳାମ୍ବର ବାଗ ୪୫ ବର୍ଷୀୟ ବ୍ୟକ୍ତି ବସି ନିଜ ଘରକୁ ଫେରୁ ଥିବା ବେଳେ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥଲା ଦୁର୍ଘଟଣା ରେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିଳାମ୍ବର ବାଗ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏ ନେଇ ଗୁରୁବାର ଦିନ ସକାଳ 8 ଘଣ୍ଟା ସମୟରେ ନର୍ଲା ଥାନାରେ ଅଭିଯୋଗ ହେଇଥିଲା ଅଭିଯୋଗ ପରେ ପୋଲିସ ଚାଳକ କୁ ଥାନାରେ ଅଟକ ରଖି ମୃତ ନିଳାମ୍ବର ବାଗ ଙ୍କ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାମପୁର କୁ ପଠାଇ ଦେଇଥିବା ଜଣାପଡ଼ିଛି,

What's Your Reaction?

like

dislike

love

funny

angry

sad

wow