ହିନ୍ଦୁଙ୍କୁ ହତ୍ୟା ପ୍ରତିବାଦ ରେ ମହମବତି ଶୋଭା ଯାତ୍ରା,

Apr 25, 2025 - 10:57
Apr 25, 2025 - 10:58
 0  25
ହିନ୍ଦୁଙ୍କୁ  ହତ୍ୟା  ପ୍ରତିବାଦ ରେ ମହମବତି  ଶୋଭା ଯାତ୍ରା,

ହିନ୍ଦୁଙ୍କୁ ହତ୍ୟା ପ୍ରତିବାଦ ରେ ମହମବତି ଶୋଭା ଯାତ୍ରା,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ନାଗରିକ ମଞ୍ଚ ପକ୍ଷରୁ ୨୭ ରୁ ଉର୍ଦ୍ଧ୍ବ ହିନ୍ଦୁ ଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ର ତୀବ୍ର ନିନ୍ଦା କରାଯିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଙ୍କୁ ଦାବି କରି ରୁପ୍ରାରୋଡ ନାଗରିକ ମଞ୍ଚ ପକ୍ଷରୁ ଆଜି ସନ୍ଧ୍ୟା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ମହମବତୀ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ରୁପ୍ରାରୋଡ ପ୍ରେସ କ୍ଲବ ର ସଦସ୍ୟ, ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସମେତ ଶ୍ୟାମ ସୁନ୍ଦର ଶର୍ମା, ଦୀପକ ମହାନ୍ତି, ଅନିଲ ଅଗ୍ରୱାଲ, ସୁମିତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

     ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow