ପୂର୍ଣ୍ଣଚନ୍ଦ୍ର ସାହୁ ନିଖୋଜ,

ପୂର୍ଣ୍ଣଚନ୍ଦ୍ର ସାହୁ ନିଖୋଜ,
ଶୁଭମ ବାର୍ତ୍ତା :- ଗତ ତା ୦୧/୦୧/୨୦୨୫ ରାତି ରେ ପୂର୍ଣ୍ଣ ଚନ୍ଦ୍ର ସାହୁ ପିତା ସ୍ବର୍ଗତ ପରୀକ୍ଷିତ ସାହୁଙ୍କ ପୁଅ ଡୁମ୍ବେର ବାହାଲ ଗାଆଁ କୁ ନାଟ ଦେଖିବାକୁ ଯାଇ କୁଆଡେ ନିଖୋଜ ଅଛନ୍ତି।ଯଦି କେହି ସହୃଦୟ ବ୍ୟକ୍ତି ଉକ୍ତ ଲୋକଙ୍କୁ ଦେଖନ୍ତି,ତେବେ ଯଥା ସମ୍ଭବ ନିକଟସ୍ଥ ନର୍ଲା ଥାନାରେ ଖବର ଦିଅନ୍ତୁ କିମ୍ବା ଦିଆଯାଇଥିବା ମୋବାଇଲ ନମ୍ବର ରେ ଯୋଗାଯୋଗ କରନ୍ତୁ ।
ମୋବାଇଲ ନଂ -୯୯୩୭୭୦୬୬୬୮,୭୮୯୪୨୩୪୬୦୮
What's Your Reaction?






