ରାଜ ଗୋପାଳ ନଗର ରେ ବିଶ୍ଵ ମହିଳା ଦିବସ ପାଳିତ,

ରାଜ ଗୋପାଳ ନଗର ରେ ବିଶ୍ଵ ମହିଳା ଦିବସ ପାଳିତ,
ଭବାନୀପାଟଣା, ୦୮/୦୩ଜଗନ୍ନାଥ ନାଏକ,(ଶୁଭମ ବାର୍ତ୍ତା) : ଭବାନୀପାଟଣା ସ୍ଥିତ ରାଜ୍ ଗୋପାଳ ନଗର ଠାରେ ଅପରାହ୍ନ ୪ ଘଣ୍ଟା ସମୟରେ ରାଜୀବ ଗାନ୍ଧି ପଞ୍ଚାୟତ ରାଜ୍ ସଙ୍ଗଠନ ତରଫରୁ ଆନ୍ତର୍ଜାତୀୟ ବିଶ୍ଵ ମହିଳା ଦିବସ ପାଳନ କରାଯାଇଥିଲା।ଜନ୍ମ ମାଟି ସୁରକ୍ଷା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟା ବବିତା ରାଣୀ ଦାସ ଙ୍କ ସଭାପତି ତ୍ୱରେ ସଂଗଠନ ର ଅନ୍ୟତମ ସଦସ୍ୟା ବର୍ଷା ରାଣୀ ସରାଫ, ଏକତା ପରିଷଦ ର ଜୟନ୍ତୀ ନାଏକ, ଉଷାରାଣୀ ବେହେରା, ସ୍ନିଗ୍ଧା ପଟ୍ଟନାୟକ, ରାଜୀବ ଗାନ୍ଧି ପଞ୍ଚ୍ୟାତାୟ ରାଜ ସଂଘଠନ ର ରଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ, ରାଜୀବ ଗାନ୍ଧି ପଂଚାୟତ ରାଜ ସଂଘଠାନ ସଦସ୍ୟା ବେଣୁ ଦୁର୍ଗା, ଥୁଆମୂଲ୍ ରାମପୁର ବ୍ଲକ୍ ସଂଯୋଜକ ପରମେଶ୍ବର ନାଏକ ଉପସ୍ଥିତ ରହି ସମାଜରେ ନାରୀମାନଙ୍କ ସ୍ଥିତି ଏବଂ ନାରୀ ଶିକ୍ଷା ସାମାଜିକ ଅର୍ଥନୀତିକ ଏବଂ ରାଜନୀତିକ କ୍ଷେତ୍ର ରେ ମହିଳା ମନଙ୍କ ର ଭୂମିକା କିପରି ରହିଛି ଏବଂ ସଙ୍ଗଠନ ଦ୍ଵାରା ନିଜର ହକ୍ ଓ ଅଧିକାର କୁ କିପରି ପାଇ ପାରିବେ ସେ ଉପରେ ଆଲୋକ ପାତ୍ କରିଥଲେ।କାର୍ଯ୍ଯ କ୍ରମେ ରେ ୫୦ ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିବା ବେଳେ ଶେଷ ରେ ବର୍ଷା ରାଣୀ ସରାଫ ମହିଳା ଦିବସକୁ ଧନ୍ୟବାଦ୍ ଦେଇ ସମାପନ କରି ଥିଲେ।
What's Your Reaction?






