ନର୍ଲା ବ୍ଲକ୍ ପରିସର ରେ ସୁଭଦ୍ରା ଯୋଜନା ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ,

ନର୍ଲା ବ୍ଲକ୍ ପରିସର ରେ ସୁଭଦ୍ରା ଯୋଜନା ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ,
ଶୁଭମ ବାର୍ତ୍ତା :- ରାଜ୍ୟ ସରକାର ଙ୍କ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା କୁ କାର୍ଯ୍ୟ କାରୀ କରିବା ପାଇଁ ଏ ସୋ ପି ଜାରି ହୋଇ ଥିଲେ ମଧ୍ୟ ଆଜି ଠାରୁ ରାଜ୍ୟ ର ବିଭିନ୍ନ ବ୍ଲକ୍ ମୁକ୍ଷାଳୟ ଗୁଡ଼ିକ ରେ ବ୍ଲକ୍ ର ଅଙ୍ଗନ୍ ୱାଡ଼ି କର୍ମୀ ମାନଙ୍କୁ ନେଇଁ ପ୍ରଶିକ୍ଷଣ ଶିବିର ମାନ ଆୟଜନ କରାଯାଉ ଥିବା ବେଳେ ନର୍ଲା ବ୍ଲକ୍ ପରିସର ରେ ମଧ୍ୟ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଥିଲା ଉକ୍ତ ପ୍ରଶିକ୍ଷଣ ଶିବିର ଦ୍ଵାରା ସୁଭଦ୍ରା ଯୋଜନା ରେ କେଉଁ ମହିଳା ଅନ୍ତର୍ଭୁକ୍ତ ହୋଇ ପାରିବେ ଓ ତାର ନୀୟମା ବଳି କଣ,କେମିତି ଟଙ୍କା ପାଇବେ, ସେ ବିଷୟ ରେ ପ୍ରଶିକ୍ଷଣ ଦିଆ ଯାଇ ଥିଲା ନର୍ଲା ବିଡ଼ିଓ ରିପୂନଥ ସୁନା ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ B P M ସନତ କୁମାର୍ ସାହୁ ଆଙ୍ଗନ୍ ୱାଡି କର୍ମୀ ମାନଙ୍କୁ ଯୋଜନା ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପ୍ରଶିକ୍ଷଣ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତହସିଲଦାର ବିଶ୍ବରଂଜନ କହଁର,I C D S ସୁପର ଭାଇଜର ସଂଘମିତ୍ରା ପଟ୍ଟନାୟକ,B P C ଭୋଳନଥ ଦାସ୍,ଓ ବ୍ଲକ୍ ର ବିଭିନ୍ନ ପଦାଧିକାରୀ ଯୋଗ ଦେଇ ଥିବା ବେଳେ ବ୍ଲକ୍ ର ସମସ୍ତ ଅଙ୍ଗନ ୱାଡି କର୍ମୀ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଙ୍କ ସହ ତପନ କୁମାର ସାହୁ ଶୁଭମ୍ ବାର୍ତ୍ତା,
What's Your Reaction?






