ଅଲ୍ ଓଡିଶା ମିଟର୍ ରିଡର୍ ଏସୋସିଏସନ୍ ର କଳାହାଣ୍ଡି ଜିଲ୍ଲା T P W O D L ଅଫିସ୍ ସମ୍ମୁଖରେ ଧାରଣା,

Jul 2, 2025 - 18:51
Jul 2, 2025 - 18:53
 0  101
ଅଲ୍ ଓଡିଶା ମିଟର୍ ରିଡର୍ ଏସୋସିଏସନ୍ ର  କଳାହାଣ୍ଡି ଜିଲ୍ଲା T P W O D L ଅଫିସ୍ ସମ୍ମୁଖରେ ଧାରଣା,

 ଅଲ୍ ଓଡିଶା ମିଟର୍ ରିଡର୍ ଏସୋସିଏସନ୍ ର କଳାହାଣ୍ଡି ଜିଲ୍ଲା T P W O D L ଅଫିସ୍ ସମ୍ମୁଖରେ ଧାରଣା,

ଶୁଭମ ବାର୍ତ୍ତା :- ଆଜି ଦିନ ୧୦ ଟା ସମୟରେ ଅଲ୍ ଓଡିଶା ମିଟର୍ ରିଡର୍ ଏସୋସିଏସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟନା ସହର ରେ ଥିବା T P W O D L ନିର୍ବାହୀ ଯନ୍ତ୍ରୀ ଙ୍କ ଅଫିସ୍ ସମ୍ମୁଖରେ ବିଭିନ୍ନ ଦାବୀ କୁ ନେଇ ଧାରଣା ଦିଆଯାଇଥିଲା। ସଂଘ ର ସାଧାରଣ ସମ୍ପାଦକ ତପନ୍ କୁମାର୍ ଅଗସ୍ତି ଙ୍କ ନେତୃତ୍ୱ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେ ତିରିଶ ରୁ ଉର୍ଦ୍ଧ ମିଟର୍ ରିଡର୍ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ସେମାନେ ୧୪ ଗୋଟି ଦାବୀ କୁ ନେଇ ଧାରଣା ରେ ବସିଥିବା ବେଳେ ତାଙ୍କର ଦାବୀ ଗୁଡ଼ିକ ଯଦି ପୂରଣ ନ ହୁଏ ତା ହେଲେ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସି ରହିବେ ବୋଲି ଚେତାବନୀ ଦେଇଥିଲେ।ଏହି ଧାରଣା ରେ T P W O D L ର ମିଟର୍ ରିଡର୍ କମଲ୍ ଲୋଚନ୍ ସାହୁ, ଦାଶରଥି ମାଝୀ, ପଦ୍ମନ ସେନାପତି, ସୁକାନ୍ତ ନାଏକ୍, ପ୍ରତାପ୍ ସାହୁ, ଭିମରାଜ୍ ସୁନା, ଧନଞ୍ଜୟ ସେନାପତି, ପ୍ରମୋଦ୍ ମାହାର୍, ନେପାଲ ମାହାର୍, ଚୁମନ୍ ଛତର୍, ମହେନ୍ଦ୍ର ସାହୁ, ଟିକେଶ୍ୱର୍ ସାହୁ, ଖୁସିରାମ୍ କେତକି,କୁମୁଦ ହାତୀ, ଭିକାରୀ ନାୟକ୍, ଓମ୍ ପ୍ରକାଶ୍ ଜାଲ୍, ଲୋକନାଥ ରଣା, ଧ୍ରୁବ କୁମାର୍, ବିକ୍ରମ୍ ସାହୁ, ଯଦୁମଣି ନାୟକ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow