କାଳ ବୈଶାଖୀ ର ତାଣ୍ଡବ,

କାଳ ବୈଶାଖୀ ର ତାଣ୍ଡବ
ରାୟଗଡା ଶୁଭମ ବାର୍ତ୍ତା -ତା -9.04.25 ରିଖ ସନ୍ଧ୍ୟା ସମୟରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ପଞ୍ଚାୟତ ପାଇକ ଡାକୁଲୁଗୁଡା ହରିଜନ ସାହି, କନ୍ଧ ଡାକୁଲୁଗୁଡା ଓ କୁତ୍ରାଗଡ ପଞ୍ଚlୟତ ର କୁତ୍ରାଗଡା ହରିଜନ ସାହି ରେ କାଳ ବୈଶାଖୀ ତାଣ୍ଡବରେ ଘରର ଟିଣ, ଆଜବେଷ୍ଟ ଉଡାଇ ଦେଇଛି ତ କାହାର ଘର ର କାନ୍ଥ ଭୁଶୁଡି ପଡିଛି, ଏହା ଛଡା ଧାନ, ଚାଉଳ, ପିଲାଙ୍କ ପଡା ବହିପତ୍ର, tv ଓ ଅନ୍ୟାନ୍ୟ ଅସାବପତ୍ର କ୍ଷତି ହୋଇଛି lମୋଟ କ୍ଷୟ କ୍ଷତି ପାଖାପାଖି ୩୦ ପରିବାର ଘର ସର୍ବଶାନ୍ତ ହୋଇଛି , ପ୍ରଶାସନ କୁ ଲୋକେ ନିବେଦନ କରିଛନ୍ତି କି ସରକାରୀ ସୁବିଧା ଯୋଗାଇଦେଲେ ସେମାନେ ଉପକୃତହେବେ l
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






