ନର୍ଲା ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଶପଥ ଦିବସ ପାଳିତ ।

Dec 18, 2024 - 07:22
 0  5
ନର୍ଲା ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଶପଥ ଦିବସ ପାଳିତ ।

ନର୍ଲା ଥାନା ପରିସରରେ ରାଷ୍ଟ୍ରୀୟ ଏକତା ଶପଥ ଦିବସ ପାଳିତ ।

ନର୍ଲା, (ତପନ କୁମାର ସାହୁ )ତା ୩୧/୧୦/୨୪ ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ନର୍ଲା ଥାନା ପରିସରରେ ଥାନା ଅଧିକାରୀଣି ଶ୍ରୀମତି ମମତା ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଶପଥ ଦିବସ ପାଳିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଦୂର ଦର୍ଶୀତା ଉଦ୍ଦେଶ୍ୟରେ ସତ୍ୟ ନିଷ୍ଟା ର ସହିତ ରାଷ୍ଟ୍ରୀୟ ଏକତା ଅଖଣ୍ଡତା ଓ ସୁରକ୍ଷା କୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ କରିବା ପାଇଁ ଅହରହ ବଜାୟ ରଖିବା ଏବଂ ନିଜର ଯୋଗଦାନ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ ଲାଗି ଶପଥ ପାଠ ଗ୍ରହଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow