ବ୍ଲକ୍ ସ୍ତରୀୟ ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ,

Mar 5, 2025 - 12:54
Mar 5, 2025 - 12:55
 0  114
ବ୍ଲକ୍ ସ୍ତରୀୟ ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ,

ବ୍ଲକ୍ ସ୍ତରୀୟ ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ 

ନର୍ଲା ଶୁଭମ୍ ବାର୍ତ୍ତା -ଶିଶୁ ଶ୍ରମିକ, ବାଲ୍ୟ ବିବାହ ଓ ୧୮ ବର୍ଷରୁ କମ ଅନାଥ ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ତେବେ ଏହାର ଜନସଚେତନତା ଓ ଆଲୋଚନା ସକାଶେ ନର୍ଲା ଠାରେ ବ୍ଳକ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଛି। ନର୍ଲା ସିଡିପିଓ ଅଞ୍ଜଳି ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ଡଃ ଅକ୍ଷୟ କୁମାର୍ ଗୋଛାୟତ, ନର୍ଲା ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ନାରାୟଣ ନାଏକ, ଏବିଓ ଗୋବର୍ଦ୍ଧନ ମାଝୀ,ଗୋପକୂଳ ଗଉଡ ସମାଜର ସଭାପତି ତ୍ରିଲୋଚନ ଗଉଡ , ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଯୋଶୀ, ଆଇ ସି ଡି ଏସ ସୁପର୍ ଭାଇଜର୍ ସଂଘମିତ୍ରା ପଟ୍ଟନାୟକ, ବିନ୍ଦୁ ସାମଲ, ଗୀତା ସାହୁ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କ ଭବିଷ୍ୟତ ସୁନିଶ୍ଚିତ କରିବାରେ ବିଭିନ୍ନ ମତାମତ ଦେଇଥିଲେ। ଏଥିରେ ପ୍ରତି ଗ୍ରାମରେ ବୈଠକ କରି ସଚେତନତା ସୃଷ୍ଟି କରିବା ପାଇଁ ମତ ପ୍ରକାଶ ପାଇଥିଲା।

        ନର୍ଲା ରୁ ଜଗତ ରାମ୍ ସାହୁଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow