ଏସ ଟି ଓ ଏସ ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡି ଜୁନାଗଡ ସହର ବିଭିନ୍ନ ଅଞ୍ଚଳରେ ଭାରତ ବନ୍ଦ ପାଳନ,

Aug 22, 2024 - 05:01
 0  61
ଏସ ଟି ଓ ଏସ ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡି ଜୁନାଗଡ ସହର ବିଭିନ୍ନ ଅଞ୍ଚଳରେ ଭାରତ ବନ୍ଦ ପାଳନ,

ଜୁନାଗଡ ସହ ବିଭିନ୍ନ ଅଞ୍ଚଳରେ ଭାରତ ବନ୍ଦ ପାଳନ,

ଜୁନାଗଡ଼ ଶୁଭମ ବାର୍ତ୍ତା : ସୁନୀଲ ବିଶି :- ୨୧ ଅଗଷ୍ଟ ରେ ସାରା ଜୁନାଗଡ ବ୍ଲକ ଓ ଜୁନାଗଡ ସହର ସହ ଜାରିଙ୍ଗ ଛକ, ବଣ୍ଡାକୁଟୁରା ଛକ, ଘୋଳିଯୋବା ଛକ ଓ ଚିଳଗୁଡା ଛକ ଠାରେ ଭାରତ ବନ୍ଦ କୁ ଏସ ଟି ଓ ଏସ ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡି ଜୁନାଗଡ ଶାଖା ତରଫରୁ ମଧ୍ଯ ବନ୍ଦ ପାଳନ ସୁପ୍ରିମକୋର୍ଟ ଦ୍ବାରା ଏସ ଟ ଏସ ସି ସଂରକ୍ଷଣ ରେ କ୍ରିମିଲୟର ବ୍ୟବସ୍ଥା ବିରୋଧ ସହ ଉଛେଦ ଦାବୀ ନେଇ ବନ୍ଦ ପାଳନ ସମ୍ପୂର୍ଣ୍ଣ ଜନ ସମର୍ଥନ ସହ ସଫଳ ହୋଇଥିଲା।ଏହି ବନ୍ଦ ପାଳନ ରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ମହାସଚିବ ତଥା ଏସ ଟି ଓ ଏସ ସି ଅଧିକାର ସୁରକ୍ଷା ମହାସଂଘ କଳାହାଣ୍ଡିର ର ଆହ୍ଵାନ କମିଟି ର ଧୀ ଯତୀନ୍ଦ୍ର କର,ମହାସଂଘ ର ଜୁନାଗଡ ଶାଖା ସଭାପତି ହୃଦାନନ୍ଦ ମାଝୀ, ସମ୍ପାଦକ ରଞନ ଜାଲ, ଆଇନଜୀବୀ ଚିତ୍ତରଞ୍ଜନ ନିଆଲ ,ବ୍ଳକ AOSCF ସଭାପତି ମହାଦେବ ନାଏକ,ଓବିସି ର ଉଦ୍ଧବ ସାହୁ,ଆଦିତ୍ଯ ହଂସ ଯାଦବ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ, ଏ ପି ଆ ରାଷ୍ଟ୍ରିୟ ସମ୍ପାଦକ ଯତୀନ୍ଦ୍ର ସାହୁ, AOSCF ର ଧନଞୟ ଦୀପ,ଭିମସେନା ର ନରେଶ କର , ଆଟିଗଁl ଆମ୍ବେଦକର ନଗର ମହିଳା ଟିମ,ହରେକୃଷ୍ଣ ମାଝୀ, ଦୁର୍ଯ୍ୟୋଧନ ମାଝୀ,ଲଳିତ ବାଗ, ସୁନ୍ଦରଲାଲ କୁମାର,ମିନୁ କନ୍ଦପାନ, ବରୂଣ ମହାନନ୍ଦ,ଦିଗ ବାଗ, ସରପଞ୍ଚ ନୀରଞନ ମାଝୀ, ଭାରତ ମାଝୀ, ବିଷମ ନାଗ,ପୂର୍ବ ଆର୍ମୀ ସଚ୍ଚିଦାନନ୍ଦ ବେମାଲ,ଶରତ ଶବର, ବିଷ୍ନୁ ଖମାରୀ,ଗୋପୀ ନାଗ,ଜିତେନ୍ଦ୍ର ନାଏକ,ପ୍ରଶାନ୍ତ ସୁନା, ହୃଦାନନ୍ଦ ନିଆଲ,ସୁନ୍ଦର ଲାଲ ଛତ୍ରିଆ, ସାହେବ ଛତ୍ରିଆ,ଦେବେନ୍ଦ୍ର କୁମାର, ଅମରେଶ ବାଗ,ଆଇନଜୀବୀ ବିଶ୍ବନାଥ କର, ନରେନ୍ଦ୍ର କ୍ଷିତି , ଦେବେଶ କର , ନାଗେଶ ନାଏକ,ଅଭିଜିତ କର,ଶିବ ନିଆଲ,ଅଶ୍ବିନୀ ବାଗ,କାହ୍ନା ନିଆଲ, ବିଜିନେସ୍ ଦୁର୍ଗା,ଅଜୟ ଠାକୁର,ରବିନ୍ଦ୍ର ଠାକୁର ଓ ଅନ୍ଯାନ୍ଯ ପ୍ରମୂଖ ଏସ ସି ଓ ଏସ ଟି ସମାଜ ର ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow