C R P F କ୍ୟାମ୍ପ ରୁ ଯବାନ ଙ୍କ ମୃତ ଦେହ ଉଦ୍ଧାର,

Aug 18, 2024 - 21:35
Aug 18, 2024 - 21:38
 0  146
C R P F କ୍ୟାମ୍ପ ରୁ ଯବାନ ଙ୍କ ମୃତ ଦେହ ଉଦ୍ଧାର,

C R P F କ୍ୟାମ୍ପ ରୁ ଯବାନ ଙ୍କ ମୃତ ଦେହ ଉଦ୍ଧାର,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଭିତରେ ଥିବା ୬୪ C R P F କ୍ୟାମ୍ପ ରୁ ଆଜି ସକାଳ ୫ ଟା ସମୟରେ ଜଣେ ଯବାନ ଙ୍କ ମୃତ ଦେହ ଉଦ୍ଧାର କରିଛି ଭବାନୀପାଟଣା ପୋଲିସ୍।ଯବାନ ଙ୍କ ନାଁ ଅର୍ଜୁନ ଚରଣ ନାୟକ ଘର ଜଗତସିଂପୁର ବୋଲି ଜଣାପଡି ଥିବା ବେଳେ ଏହି କ୍ୟାମ୍ପ ରେ ସବ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ ରତ ଥିଲେ, ପ୍ରାୟ ଦୁଇ ବର୍ଷ ପରେ ସେ ଅବସର ନେଇ ଥାନ୍ତେ।ପରିବାର ଲୋକେ ଆସିଲେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ।ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଭବାନୀପାଟଣା ଟାଉନ୍ ଥାନା ପୋଲିସ୍ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଜଗତ ରାମ୍ ସାହୁ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow