ଦ୍ରୁତ ଗାମୀ ଟ୍ରେନ ରହଣି ଓ ଗୁଣୁପୁର ରେଳଲାଇନ ବିଷମ କଟକ କୁ ସଂଯୋଗ ନିମନ୍ତେ ଦାବି ପତ୍ର ପ୍ରଦାନ,

ଦ୍ରୁତ ଗାମୀ ଟ୍ରେନ ରହଣି ଓ ଗୁଣୁପୁର ରେଳଲାଇନ ବିଷମ କଟକ କୁ ସଂଯୋଗ ନିମନ୍ତେ ଦାବି ପତ୍ର ପ୍ରଦାନ,
ରାୟଗଡା /ଶୁଭମ ବାର୍ତ୍ତା :- ଆଜି ବିଷମକଟକ ରେଳ ଷ୍ଟେସନ କୁ କଲିକତା AGM ଓ ସମ୍ବଲପୁର DRM ଗସ୍ତ ସମୟରେ ବିଷମକଟକ ନାଗରିକ ମଂଚ ସଭାପତି ଶ୍ରୀ ଗୋପାଳ ପଟ୍ଟନାୟକ, କୁନା ମହାରାଣା ଚାଟିକଣା ଗ୍ରାମ ର ବଡ ଗଉଡ,ଗଗଂ କୁଷୁଲିଆ ,ଅଜୟ ଦାସ, ଉଦୟ ସାହୁକାର ଚତୁର୍ଭୁଜ ଟାକ୍ରି ଓ ଅନ୍ୟାନ୍ୟ ସମସ୍ତ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଉକ୍ତ ଦାବି ପତ୍ର ରେ ବିଷମକଟକ ରେଳ ଷ୍ଟେସନ ଠାରେ ଦ୍ରୁ ତଗାମୀ ଟ୍ରେନ ରହଣୀ ଓ ଗୁଣୁପୁର - ଥେରୁବାଲି ରେଳ ଲାଇନ କୁ ବାଦ୍ ଦେଇ ବିଷମକଟକ ଠାରେ ମିଶିବା ପାଇଁ ଦାବି ଜଣାଇଥିଲେ
ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?






