ଆସିକା ଏନ ଏ ସି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ,

ଆସିକା ଏନ ଏ ସି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
ଆସିକା ୦୨/୧୦/୨୪ଶୁଭମ ବାର୍ତ୍ତା :- ଆସିକା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି l ଏହି ଅଵସର ରେ ଆସିକା ର ମସଜିତ ଆଗରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ l ଏହି ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ମାନ୍ୟବର ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଆସିକା ନଗରପାଳିକା ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ,ସମାଜସେବୀ ସତ୍ୟ ନାରାୟଣ ସ୍ୱାଇଁ, ବିଧାୟକ ପ୍ରତିନିଧି ସମ୍ବିତ ପାଢ଼ୀ, ବିଜୟ ସ୍ୱାଇଁ, କାଉନସିଲର ମଦନ ନାୟକ, ଲାଲୁ ଜେନା,ଭାସ୍କର ବେହେରା,ମମତା ବେହେରା, ରୀନା ବେହେରା, ବିନୋଦ ପାତ୍ର, କାଂହୁ ପାତ୍ର, ସୁଶାନ୍ତ ପାତ୍ର, ଅନିଲ ପରିଡା,ସମେତ ଏନ ଏ ସି ର ଅଜିତ ପଟନାୟକ, କିଶୋର ପାଣିଗ୍ରାହୀ,ଦୀପ୍ତି ମାୟୀ ସାହୁ, ଲକ୍ଷ୍ମୀ ସିଂ, ଶିବ ପ୍ରସାଦ ପ୍ରଧାନ, ଜଗନ୍ନାଥ ବେହେରା, ସ୍ୱଚ୍ଛ ସୁପରଭାଇଜର ନମିତା ଗୌଡ଼, ପାୱାନୀ ଆଚାରୀ,ହରଜିତ ସାଥୁଆ, ଭଗବାନ ସାହୁ, ରଂଜିତ କୁମାର ହୋତ୍ତା,ଜଗନ୍ନାଥ ବେହେରା, ପ୍ରମୁଖ ସହଯୋଗ କରିଥିଲେ l
What's Your Reaction?






